![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/f/f5/Upasna_Mohapatra_Odisha.jpg/640px-Upasna_Mohapatra_Odisha.jpg&w=640&q=50)
ଉପାସନା ମହାପାତ୍ର
ଓଡ଼ିଆ ରାଜନୀତିଜ୍ଞ / From Wikipedia, the free encyclopedia
ଉପାସନା ମହାପାତ୍ର (ଜନ୍ମ: ୨୦ ଜୁନ ୧୯୯୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ସର୍ବକନିଷ୍ଠା ବିଧାୟିକା ଭାବରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[1]
Quick Facts ଉପାସନା ମହାପାତ୍ର, ବିଧାୟକ: ୧୭ଶ ଓଡ଼ିଶା ବିଧାନ ସଭା ...
ଉପାସନା ମହାପାତ୍ର | |
---|---|
![]() | |
ବିଧାୟକ: ୧୭ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୫ ଜୁନ ୨୦୨୪ – ଏବେଯାଏଁ | |
ପୂର୍ବ ଅଧିକାରୀ | ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର |
ନିର୍ବାଚନ ମଣ୍ଡଳୀ | ବ୍ରହ୍ମଗିରି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | (1997-06-20) ୨୦ ଜୁନ ୧୯୯୭ (ବୟସ ୨୬) ବ୍ରହ୍ମଗିରି, ପୁରୀ, ଓଡ଼ିଶା |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ସମ୍ପର୍କ | ବକ୍ସି ଜଗବନ୍ଧୁ (ଅଣ-ଜେଜେ) ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର (ବାପାଙ୍କ ଭାଇ) |
ବାପା/ବୋଉ | ଲଲାଟେନ୍ଦୁ ମହାପାତ୍ର (ବାପା) ନମିତା ମହାପାତ୍ର (ମାଆ) |
ବୃତ୍ତି | ରାଜନୀତିଜ୍ଞ |
Close