![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/b/b7/Imipramine.svg/langor-640px-Imipramine.svg.png&w=640&q=50)
ଇମିପ୍ରାମିନ
From Wikipedia, the free encyclopedia
ଇମିପ୍ରାମିନ, ଏକ ବିକ୍ରୟ ନାମ, ହେଉଛି ଏକ ଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟ (TCA) ଔଷଧ ଯାହା ଅବସାଦ, ପ୍ୟାନିକ୍ ଡିଜଅର୍ଡର, ବିଛଣା ମୂତ୍ରତ୍ୟାଗଏବଂ ପୋଷ୍ଟରପେଟିକ୍ ନ୍ୟୁରାଲଜିଆ ସହିତ ଉଦ୍ବେଗ ଅବ୍ୟବସ୍ଥା ରୋଗମାନାଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[4] [5] ଏହା ପାଟିରେ ଦିଆଯାଏ ।[5]
![]() | |
![]() | |
Clinical data | |
---|---|
Trade names | Tofranil, Tofranil-PM, others |
Synonyms | Imipramine hydrochloride, melipramine; G-22355 |
AHFS/Drugs.com | monograph |
MedlinePlus | a682389 |
data |
|
Pregnancy category | |
Routes of administration | By mouth, intramuscular injection |
Legal status | |
Legal status |
|
Pharmacokinetic data | |
Bioavailability | 94–96%[2] |
Protein binding | 86%[3] |
Metabolism | Liver (CYP1A2, CYP2C19, CYP2D6)[3] |
Metabolites | Desipramine[3] |
Elimination half-life | 20 hours[3] |
Excretion | Kidney (80%), fecal (20%)[3] |
Identifiers | |
IUPAC name
| |
ECHA InfoCard | 100.000.039 ![]() |
Chemical and physical data | |
Formula | C19H24N2 |
Molar mass | ୨୮୦.୪୨ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି, ନିଦ୍ରାଳୁ, କୋଷ୍ଠକାଠିନ୍ୟ, ଅସ୍ପଷ୍ଟ ଦୃଷ୍ଟିଶକ୍ତି ଏବଂ ଛିଡା ହେବା ସହିତ ନିମ୍ନ ରକ୍ତଚାପ ହୋଇପାରେ ।[5] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମାନିଆ, ଆତପଦାହ, ବାତ ଏବଂ ଆତ୍ମହତ୍ୟା ହୋଇପାରେ ।[5] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ । [6] ଏହା କିପରି କାର୍ଯ୍ୟ କରେ ତାହା ସ୍ପଷ୍ଟ ନୁହେଁ କିନ୍ତୁ ସେରୋଟୋନିନ ଏବଂ ନର୍-ଏପିନେଫ୍ରିନ ସ୍ତର ବୃଦ୍ଧି ସହିତ ସମ୍ପର୍କ ଥାଇପାରେ ।[5]
ଇମିପ୍ରାମିନ ୧୯୫୧ ମସିହାରେ ଆବିଷ୍କୃତ ହୋଇଥିଲା ଏବଂ ୧୯୫୯ ମସିହାରେ ଡାକ୍ତରୀ ଚିକିତ୍ସାର ବ୍ୟବହାରରେ ଆସିଥିଲା ।[7] ଏହା ପ୍ରଥମ ଟିସିଏ (TCA) ଭାବରେ ବିକ୍ରୟ ହୋଇଥିଲା ।[8] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଜ୍ୟରେ ୨୫ ମିଗ୍ରାର ୪ ସପ୍ତାହର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ £୭ ଥିଲା ।[4] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୦ ଡଲାର ଅଟେ। ।[9]