ନନ୍ଦ କିଶୋର ଦାସ
ଓଡ଼ିଶା ବିଧାନସଭାର ସଭ୍ୟ ଓ ବାଚସ୍ପତି / From Wikipedia, the free encyclopedia
ନନ୍ଦ କିଶୋର ଦାସ ଜଣେ ସ୍ୱାଧୀନତା ସଂଗ୍ରାମୀ, ସର୍ବୋଦୟ ନେତା ଓ ଓଡ଼ିଶା ବିଧାନ ସଭାର ସଭ୍ୟ ଓ ବାଚସ୍ପତି ଥିଲେ । ସ୍ୱାଧୀନତା ପରେ, ସେ ଓଡ଼ିଶା ବିଧାନ ସଭାର ପ୍ରଥମ ବାସସ୍ପତି ଭାବେ[2] ୬ ମାର୍ଚ୍ଚ ୧୯୫୨ରୁ ୨୭ ମଇ ୧୯୫୭ ଯାଏ କାର୍ଯ୍ୟ କରିଥିଲେ ।[3][4] ସେ ମଧ୍ୟ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ତଥା ରାଜ୍ୟସଭା ସଦସ୍ୟ ଥିଲେ ।[5]
Quick Facts ନନ୍ଦ କିଶୋର ଦାସ, ବାଚସ୍ପତି, ଓଡ଼ିଶା ବିଧାନ ସଭା ...
ନନ୍ଦ କିଶୋର ଦାସ | |
---|---|
ବାଚସ୍ପତି, ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୬ ମାର୍ଚ୍ଚ ୧୯୫୨ – ୨୭ ମଇ ୧୯୫୭ | |
ପୂର୍ବ ଅଧିକାରୀ | ଲାଲ ମୋହନ ପଟ୍ଟନାୟକ |
ପର ଅଧିକାରୀ | ନୀଳକଣ୍ଠ ଦାସ |
ବିଧାୟକ | |
କାର୍ଯ୍ୟକାଳ ୧୯୫୨ – ୧୯୫୭ | |
ପର ଅଧିକାରୀ | ହରେକୃଷ୍ଣ ମହତାବ ଓ ଚୈତନ୍ୟ ସେଠୀ |
ନିର୍ବାଚନ ମଣ୍ଡଳୀ | ସୋର |
ରାଜ୍ୟସଭା ସଭ୍ୟ[1] | |
କାର୍ଯ୍ୟକାଳ ୩ ଅପ୍ରେଲ ୧୯୬୦ – ୨ ଅପ୍ରେଲ ୧୯୬୬ | |
ନିର୍ବାଚନ ମଣ୍ଡଳୀ | ଓଡ଼ିଶା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ସୋର, ବାଲେଶ୍ୱର ଜିଲ୍ଲା, ଓଡ଼ିଶା |
ମୃତ୍ୟୁ | ୫ ଜୁଲାଇ ୧୯୮୬ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | କଂଗ୍ରେସ |
ବୃତ୍ତି | ରାଜନୀତି |
Close