ଓଡ଼ିଶା ବିଧାନ ସଭା
From Wikipedia, the free encyclopedia
ଓଡ଼ିଶା ବିଧାନ ସଭା ଓଡ଼ିଶାର ରାଜ୍ୟ ବିଧାନ ସଭା । ଏହା ଭୁବନେଶ୍ୱରଠାରେ ଅବସ୍ଥିତ ଓ ଏହାର ସଭ୍ୟସଂଖ୍ୟା ୧୪୭ । ତନ୍ମଧ୍ୟରୁ ୨୪ ଓ ୩୩ ଆସନ ଯଥାକ୍ରମେ ଅନୁସୂଚିତ ଜାତି (S.C.) ଓ ଅନୂସୂଚିତ ଜନଜାତି ବା ଆଦିବାସୀ (S.T.)ଙ୍କ ପାଇଁ ସଂରକ୍ଷିତ । ଅବଶିଷ୍ଟ ୯୦ଟି ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ।[1]
Quick Facts ଓଡ଼ିଶା ବିଧାନ ସଭା, ପ୍ରକାର ...
ଓଡ଼ିଶା ବିଧାନ ସଭା | |
---|---|
ସପ୍ତଦଶ ଅଧିବେଶନ | |
ପ୍ରକାର | |
ପ୍ରକାର | ନିମ୍ନ ସଦନ |
ନେତୃତ୍ୱ | |
ବାଚସ୍ପତି | ୫ ଜୁନ ୨୦୨୪ରୁ ଖାଲି ଅଛି, ଭା.ଜ.ପା. |
ଉପ-ବାଚସ୍ପତି | ୫ ଜୁନ ୨୦୨୪ରୁ ଖାଲି ଅଛି, ଭା.ଜ.ପା. |
ଗୃହର ନେତା (ମୁଖ୍ୟମନ୍ତ୍ରୀ) | ୫ ଜୁନ ୨୦୨୪ରୁ ଖାଲି ଅଛି |
ବିରୋଧୀ ଦଳ ନେତା | ୫ ଜୁନ ୨୦୨୪ରୁ ଖାଲି ଅଛି, ବି.ଜ.ଦ |
ଆସନ ସଂଖ୍ୟା | ୧୪୭ (୨୦୨୪) |
ନିର୍ବାଚନ | |
ଫାଷ୍ଟ୍ ପାଷ୍ଟ୍ ଦ ପୋଷ୍ଟ୍ | |
ଶେଷ ନିର୍ବାଚନ | ୧୩,୨୦,୨୫ ମେ,୧ ଜୁନ ୨୦୨୪ |
ସାକ୍ଷାତକକ୍ଷ | |
ଓଡ଼ିଶା ବିଧାସଭା ଗୃହ, ଭୁବନେଶ୍ୱର | |
ଓଡ଼ିଶା ବିଧାନସଭା ଗୃହ | |
Website | |
http://odishaassembly.nic.in |
Close