ରାମ ଲକ୍ଷ୍ମଣ
୧୯୯୭ର ଓଡ଼ିଆ କଥାଚିତ୍ର / From Wikipedia, the free encyclopedia
ରାମ ଲକ୍ଷ୍ମଣ, ୧୯୯୭ ମିସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[1] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବି. ପ୍ରମିଳା । ପ୍ରମିଳା ରାଉତ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଶ୍ରେର୍ଷାନନ୍ଦ ଦାସ କାନୁନ୍ଗୋ ଓ ସଂଗ୍ରାମ ବିଶ୍ୱାଳ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସଂଗ୍ରାମ ବିଶ୍ୱାଳ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[2][3]
Quick Facts ରାମ ଲକ୍ଷ୍ମଣ, ନିର୍ଦ୍ଦେଶକ ...
ରାମ ଲକ୍ଷ୍ମଣ | |
---|---|
ନିର୍ଦ୍ଦେଶକ | ସଂଗ୍ରାମ ବିଶ୍ୱାଳ |
ପ୍ରଯୋଜକ | ବି. ପ୍ରମିଳା |
ସଂଳାପ | ଶୀର୍ଷାନନ୍ଦ ଦାସ କାନୁନ୍ଗୋ, ସଂଗ୍ରାମ ବିଶ୍ୱାଳ |
ଚିତ୍ରନାଟ୍ୟ | ସଂଗ୍ରାମ ବିଶ୍ୱାଳ |
କାହାଣୀ | ପ୍ରମିଳା ରାଉତ |
କଳାକାର | ବିଜୟ ମହାନ୍ତି, ଶ୍ରୀତମ ଦାସ, ରାଇମୋହନ ପରିଡ଼ା, ସ୍ନିଗ୍ଧା ମହାନ୍ତି, ବ୍ରଜ ସିଂହ, ଜୟୀରାମ ସାମଲ, ପ୍ରଦ୍ୟୁମ୍ନ ଲେଙ୍କା |
ସଙ୍ଗୀତ | ଅମରେନ୍ଦ୍ର ମହାନ୍ତି |
ଚିତ୍ରଗ୍ରହଣ | ଦିଲ୍ଲୀପ ରାୟ |
ସମ୍ପାଦକ | ବିଶ୍ୱନାଥ ରାଓ |
ମୁକ୍ତିଲାଭ ତାରିଖ | ୧୯୯୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
Close
ବିଜୟ ମହାନ୍ତି, ଶ୍ରୀତମ ଦାସ, ରାଇମୋହନ ପରିଡ଼ା, ସ୍ନିଗ୍ଧା ମହାନ୍ତି, ବ୍ରଜ ସିଂହ, ଜୟୀରାମ ସାମଲ, ପ୍ରଦ୍ୟୁମ୍ନ ଲେଙ୍କା, ପିଣ୍ଟୁ ନନ୍ଦ, ହର ପଟ୍ଟନାୟକ, ତନ୍ଦ୍ରା ରାୟ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।