From Wikipedia, the free encyclopedia
ରାଇବୋଫ୍ଲାଭିନ (ଇଂରାଜୀ ଭାଷାରେ Riboflavin, ଅନ୍ୟ ନାମ ଭିଟାମିନ ବି୨ ବା ଜୀବସାର ଖ୨/vitamin B2) ଏକ ଭିଟାମିନ ବା ଜୀବସାର ଯାହା ଖାଦ୍ୟରେ ଅଥବା ଖାଦ୍ୟ ଅନୁପୂରକରେ (dietary supplement) ଥାଏ । ରାଇବୋଫ୍ଲାଭିନ ଅଭାବ ଥିଲେ ତାହାର ଚିକିତ୍ସା ବା ପ୍ରତିଷେଧ ନିମନ୍ତେ ଦିଆଯାଏ ଓ ଅଧକପାଳି ରୋଗର ପ୍ରତିଷେଧ ନିମନ୍ତେ ମଧ୍ୟ ଦିଆଯାଏ । ଏହା ପାଟିରେ ବା ଇଞ୍ଜେକସନ ଆକାରରେ ଦିଆଯାଏ ।[୨]
![]() Sample of microcrystaline riboflavin | |
Clinical data | |
---|---|
Trade names | many |
Synonyms | vactochrome, lactoflavin, vitamin G[୧] |
AHFS/Drugs.com | monograph |
Pregnancy category |
|
Routes of administration | by mouth, IM, IV |
ATC code |
|
Legal status | |
Legal status |
|
Pharmacokinetic data | |
Excretion | Urine |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
E number | E101, E101(iii) (colours) |
ECHA InfoCard | 100.001.370 |
Chemical and physical data | |
Formula | C17H20N4O6 |
Molar mass | ୩୭୬.୩୭ g·mol−1 |
3D model (JSmol) | |
SMILES
| |
InChI
|
ଦେହ ଏହାକୁ ଉତ୍ତମରୂପେ ସହ୍ୟ କରିପାରେ । ସାଧାରଣ ମାତ୍ରାରେ ରାଇବୋଫ୍ଲାଭିନ ଦେଲେ ଗର୍ଭାବସ୍ଥାରେ ନିରାପଦ ରହେ । ଜୀବସାର ଖ ଦଳର ରାଇବୋଫ୍ଲାଭିନ ଏକ ସଦସ୍ୟ । ଜୀବକୋଷ ଶ୍ୱାସକ୍ରିୟା cellular respiration ନିମନ୍ତେ ଏହା ଆବଶ୍ୟକ ହୁଏ ।[୨] ଅଣ୍ଡା, ସବୁଜ ପନିପରିବା green vegetables, ଦୁଧ ଓ ମାଂସରେ ଏହି ଜୀବସାର ଥାଏ । [୩]
ସନ ୧୯୨୦ରେ ରାଇବୋଫ୍ଲାଭିନ ଆବିଷ୍କୃତ ହେବାପରେ ସନ ୧୯୩୩ରେ ପୃଥକ କରାଯାଇଥିଲା ଓ ପ୍ରଥମେ ସନ ୧୯୩୫ରେ ପ୍ରସ୍ତୁତ କରାଯାଇଥିଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଏହା ଜେନେରିକ ଔଷଧ ନାମରେ ବିନା ପ୍ରେସକ୍ରିପସନରେ (generic medication) ବିକ୍ରୟ ହୁଏ । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସର ଅନୁପୂରକର ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ । [୬] କେତେକ ଦେଶରେ ଶସ୍ୟରେ ଏହାକୁ ଯୋଗ କରାଯାଇଥାଏ ।[୩][୭]
Seamless Wikipedia browsing. On steroids.