ପାଇରିଡକ୍ସିନଏକ ପ୍ରକାର ଜୀବସାର ଖ୬ ଯାହା ସାଧାରଣତଃ ଖାଦ୍ୟରେ ମିଳେ ଓ ଖାଦ୍ୟ ଅନୁପୂରକରେ (dietary supplement) ଦିଆଯାଇଥାଏ । ଖାଦ୍ୟ ଅନୁପୂରକ ଭାବରେ ଏହା ଚିକିତ୍ସା ଓ ପ୍ରତିଷେଧ ନିମନ୍ତେ ଦିଆଯାଉଥିବା
ହାଇଡ୍ରୋକ୍ସୋକୋବାଲାମିନଏକ ଜୀବସାର ବା ଭିଟାମିନ (vitamin) ଯାହା ଖାଦ୍ୟରୁ ମିଳେ ଓ ଖାଦ୍ୟ ଅନୁପୂରକ (dietary supplement) ଭାବରେ ବ୍ୟବହାର କରାଯାଏ । ଖାଦ୍ୟ ଅନୁପୂରକ ଭାବରେ ଏହା ଜୀବସାର କ୧୨ ଅଭାବ (vitamin
ରାଇବୋଫ୍ଲାଭିନଖ୨/vitamin B2) ଏକ ଭିଟାମିନ ବା ଜୀବସାର ଯାହା ଖାଦ୍ୟରେ ଅଥବା ଖାଦ୍ୟ ଅନୁପୂରକରେ (dietary supplement) ଥାଏ । ରାଇବୋଫ୍ଲାଭିନ ଅଭାବ ଥିଲେ ତାହାର ଚିକିତ୍ସା ବା ପ୍ରତିଷେଧ ନିମନ୍ତେ ଦିଆଯାଏ
ଜୀବସାର ଗଓ L-ascorbic acid) ଏକ ଜୀବସାର ଯାହା ଖାଦ୍ୟରେ ଥାଏ ଓ ଖାଦ୍ୟ ଅନୁପୂରକରେ (dietary supplement) ଦିଆଯାଇଥାଏ । ଖାଦ୍ୟ ଅନୁପୂରକ ଭାବରେ ଏହା ସ୍କର୍ଭି ରୋଗର ଚିକିତ୍ସା ତଥା ପ୍ରତିଷେଧ
ଫାଇଟୋମେନାଡିଓନଫାଇଲୋକୁଇନୋନ) ଏକ ଭିଟାମିନ ବା ଜୀବସାରର ନାମ ଯାହା ଖାଦ୍ୟରେ ମିଳେ ଓ ଖାଦ୍ୟ ଅନୁପୂରକରେ (dietary supplement) ଦିଆଯାଇଥାଏ । କେତେକ ରକ୍ତସ୍ରାବ ବେମାରୀରେ (bleeding disorders) ଏହା ଅନୁପୂରକ