ମୈଥିଳୀ ଭାଷା
ପୂର୍ବୀ ନେପାଳ ତଥା ଉତ୍ତର ଭାରତରେ କୁହାଯାଉଥିବା ଏକ ଭାଷା / From Wikipedia, the free encyclopedia
ମୈଥିଳୀ ଭାଷା ଏକ ଭାରତୀୟ ଭାଷା । ଏହା ଭାରତର ପୂର୍ବ ଭାଗରେ ଓ ନେପାଳର ଦକ୍ଷିଣ-ପୂର୍ବ ଭାଗରେ କଥିତ । ମୈଥିଳୀ ଭାଷା କହୁଥିବା ମୂଳ ଅଧିବାସି ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ନେପାଳର ଦକ୍ଷିଣ-ପଶ୍ଚିମ ଭାଗରେ ରହିଥାନ୍ତି । ବିହାରର ମଧୁବାଣି, ସୁପାଉଲ, ଅରାରିଆ, ସିତାମାଢି, ଆଦି ସ୍ଥାନରେ ଏହା କଥିତ । ଏହା ନେପାଳର ଦ୍ୱିତୀୟ ସର୍ବାଧିକ କଥିତ ଭାଷା (ପାଖାପାଖି ୧୨%)[2]
Quick Facts ମୈଥିଳୀ, Native to ...
ମୈଥିଳୀ | |
---|---|
मैथिली, মৈথিলী, Maithilī | |
Native to | ଭାରତ, ନେପାଳ |
ଅଞ୍ଚଳ | ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗର କିଛି ଭାଗ, ନେପାଳର ତରାଇ ଅଞ୍ଚଳ |
ମାତୃଭାଷୀ | ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।[1] |
ଭାରତୀୟ-ଇଉରୋପୀୟ
| |
କାଇଥି, ମିଥିଳାକ୍ଷର | |
ଆଧିକାରିକ ସ୍ଥିତି | |
କେଉଁଠି ରାଜଭାଷା: | ଭାରତର ସମ୍ବିଧାନରେ ଥିବା ୮ମ ଭାଗରେ, ଭାରତର ବିହାର ଓ ନେପାଳ |
ଭାଷା କୋଡ୍ | |
ISO ୬୩୯-୧ | bh (ବିହାରୀ) |
ISO ୬୩୯-୨ | mai |
ISO ୬୩୯-୩ | mai |
Close
ଭାଷାବିଦମାନେ ମୈଥିଳୀକୁ ଏକ ଇଣ୍ଡୋ-ଆର୍ଯ୍ୟ ଭାଷା ଶ୍ରେଣୀର ବୋଲି ଚିହ୍ନଟ କରିଛନ୍ତି ।[3]