![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/1/17/Tiger_in_Ranthambhore.jpg/640px-Tiger_in_Ranthambhore.jpg&w=640&q=50)
ମହାବଳ ବାଘ
ଭାରତୀୟ ଉପମହାଦେଶ ରେ ବାଘ ଜନସଂଖ୍ୟା / From Wikipedia, the free encyclopedia
ମହାବଳ ବାଘ (Panthera tigris tigris), ସବୁଠାରୁ ଅଧିକ ସଂଖ୍ୟାରେ ଦେଖାଯାଉଥିବା ବାଘ ପ୍ରଜାତି ଅଟେ । ଭାରତରେ ଏହାର ସଂଖ୍ୟା ୧୭୦୬-୧୯୦୯ ହୋଇଥିବାବେଳେ ବଙ୍ଗଳାଦେଶରେ ୪୪୦, ନେପାଳରେ ୧୬୩-୨୫୩ ଓ ଭୁଟାନରେ ଏମାନଙ୍କ ସଂଖ୍ୟା ୬୭-୮୧ ଅଟେ ।[1][2][3][4] ୨୦୧୦ ମସିହାଠାରୁ ଏହାକୁ ଏକ ବିପଦ ସଙ୍କୁଳ ପ୍ରଜାତି ଭାବେ IUCN (International Union for Conservation of Nature) ଘୋଷଣା କରିଛି । ବାଘ, ଉଭୟ ବଙ୍ଗଳାଦେଶ ଓ ଭାରତର ଜାତୀୟ ପଶୁ ଅଟେ ।
Quick Facts ମହାବଳ ବାଘ, Conservation status ...
ମହାବଳ ବାଘ | |
---|---|
![]() | |
A Bengal tiger at Ranthambore National Park | |
Conservation status | |
![]() Endangered (IUCN 3.1) | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Animalia |
ସଙ୍ଘ: | Chordata |
ବର୍ଗ: | Mammalia |
ଗଣ: | Carnivora |
କୁଳ: | Felidae |
ଉପକୁଳ: | Pantherinae |
ପ୍ରଜାତି: | Panthera |
ଜାତି: | Panthera tigris |
ଉପଜାତି: | Panthera tigris tigris |
ଟ୍ରାଇନୋମିଆଲ ନାମ | |
Panthera tigris tigris Pocock, 1929 |
Close