ଭୁଟାନ ଦକ୍ଷିଣ ଏସିଆ ମହାଦେଶର ଭୁ-ପରିବେଷ୍ଟିତ ଏକ ଦେଶ। ଏହା ହିମାଳୟର ପୂର୍ବ ପାର୍ଶ୍ୱରେ ଅବସ୍ଥିତ।ଏହାର ଉତ୍ତରକୁ ଚୀନର ସ୍ୱାୟତ୍ତ ଅଞ୍ଚଳ ତିବେତ,ଭାରତର ସିକ୍କିମ ରାଜ୍ୟ,ପଶ୍ଚିମକୁ ତିବେତ୍ର ଚୁମ୍ବି,ପୂର୍ବକୁ ଭାରତର ଅରୁଣାଞ୍ଚଳ ପ୍ରଦେଶ ଓ ଦକ୍ଷିଣକୁ ଭାରତର ଆସାମ ଘେରି ରହିଛି। ଭୂଟାନ ଦକ୍ଷିଣ ଏସିଆରେ ଅବସ୍ଥିତ ଓ ମାଲଦିଭେସ ପରେ ଏହା ଦ୍ୱିତୀୟ ଅଳ୍ପ ଜନାକୀର୍ଣ୍ଣ ଦେଶ।ଥିମ୍ପୁ ଏହାର ରାଜ୍ୟ ଓ ବୃହତ୍ତମ ସହର ଅଟେ ଯେଉଁଠାରେକି ଫୁଣ୍ଟସୋଲିଙ୍ଗ ଏହାର ଅର୍ଥନୈତିକ କ୍ଷେତ୍ର। ଏହା ତା'ର ଇତିହାସରେ କେବେ ମଧ୍ୟ ଉପନିବେଶ ସ୍ଥାପନ କରିପାରିନାହିଁ। ଭୁଟାନ ଶବ୍ଦ ସଂସ୍କୃତ ଶବ୍ଦ "ଭୁ-ଉଥାନ"ରୁ ଉତ୍ପନ୍ନ ହୋଇଛି ଯାହାର ଅର୍ଥ ହେଉଛି "ଉଚ୍ଚ ଭୂମି"।
Quick Facts Kingdom of Bhutan འབྲུག་རྒྱལ་ཁབ་, ରାଜଧାନୀ ...
Kingdom of Bhutan
འབྲུག་རྒྱལ་ཁབ་ |
---|
|
ଜାତୀୟ ସଙ୍ଗୀତ: Druk tsendhen |
|
ରାଜଧାନୀ | Thimphu |
---|
ବୃହତ୍ତମ ସହର | capital |
---|
ସରକାରୀ ଭାଷା | Dzongkha |
---|
ଜାତୀୟତା | Bhutanese |
---|
Government | Unitary state |
---|
|
• List of rulers of Bhutan | Jigme Khesar Namgyel Wangchuck |
---|
• List of Prime Ministers of Bhutan | Jigme Thinley |
---|
• List of Prime Ministers of Bhutan | Tshering Tobgay |
---|
|
ବିଧାନ ମଣ୍ଡଳ | Parliament of Bhutan |
---|
• ଉଚ୍ଚ ସଦନ | National Council (Bhutan) |
---|
• ନିମ୍ନ ସଦନ | National Assembly (Bhutan) |
---|
|
|
• House of Wangchuck | 17 December 1907 |
---|
• Constitutional monarchy | 2007 |
---|
|
|
• ମୋଟ | 38,394 km2 (14,824 sq mi) (135th) |
---|
• ଜଳଭାଗ (%) | 1.1 |
---|
|
• 2012 estimate | 742,737 (165th) |
---|
• 2005a census | 634,982 |
---|
• ଘନତା | 18.0/km2 (46.6/sq mi) (154th) |
---|
ମୋଟ ଘରୋଇ ଉତ୍ପାଦ (ସମତୁଲ୍ୟ କ୍ରୟଶକ୍ତି) | 2011 estimate |
---|
• ମୋଟ | $4.287 billion |
---|
• ମୁଣ୍ଡପିଛା | $6,112 |
---|
ମୋଟ ଘରୋଇ ଉତ୍ପାଦ (ସାଙ୍କେତିକ) | 2011 estimate |
---|
• ମୋଟ | $1.488 billion |
---|
• ମୁଣ୍ଡପିଛା | $2,121 |
---|
ମାନବ ବିକାଶ ସୂଚନାଙ୍କ (2013) | 0.538 low · 140th |
---|
ମୁଦ୍ରା | Bhutanese ngultrumb (BTN) |
---|
ସମୟ ମଣ୍ଡଳ | UTC+6 (Bhutan Time) |
---|
• Summer (DST) | UTC+6 (not observed) |
---|
ରାସ୍ତା ଚାଲିବା ପାଖ | left |
---|
ଟେଲିଫୋନ କୋଡ଼ | +975 |
---|
Internet TLD | .bt |
---|
- The population of Bhutan had been estimated based on the reported figure of about 1 million in the 1970s when the country had joined the United Nations and precise statistics were lacking.
|
Close