ବେଲ ପଣା ଓଡ଼ିଶାରେ ପଣା ସଂକ୍ରାନ୍ତିରେ ବେଲରେ ତିଆରି କରାଯାଉଥିବା ଏକ ପାନୀୟ ।

Quick Facts ଆରମ୍ଭ, ମୂଳ ଜାଗା ...
ବେଲ ପଣା
Thumb
ପଣା
ଆରମ୍ଭ
ମୂଳ ଜାଗା ଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ବାଢ଼ିବାର ତାତିଥଣ୍ଡା
ମୂଳ ଉପାଦାନବେଲ, ଦହି, କଦଳୀ, ଗୁଡ଼
ବଦଳଛେନା ପଣା
Close

ଉପାଦାନ

  • ୧ ଗୋଟି ପାଚିଲା ବେଲ
  • ୨୫୦ ଗ୍ରାମ ଗୁଡ଼
  • ଟିକେ ଗୋଲମରିଚ ଗୁଣ୍ଡ
  • ୨୫୦ ଗ୍ରାମ ଦହି
  • ୫୦ ଗ୍ରାମ ଛେନା
  • ୩-୪ଟି ପାଚିଲା କଦଳୀ

ତିଆରି ପ୍ରଣାଳୀ

ବେଲରୁ ଶସ ବାହାର କରି ତାକୁ ଦହି, ଗୁଡ଼, ଛେନା କଦଳୀ ଆଦି ସେଥିରେ ଚକଟି ଏହା ତିଆରି କରାଯାଇଥାଏ ।

ବିଶେଷତା

ଏହା ପଣା ସଙ୍କ୍ରାନ୍ତି ଦିନ ଏକ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉରା ମୂଳରେ ବାନ୍ଧିଦିଆଯାଏ । ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଇଥାଏ ।[1]

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.