From Wikipedia, the free encyclopedia
ବଙ୍ଗୋପସାଗର ବା ବଙ୍ଗ ଉପସାଗର ପୃଥିବୀର ସର୍ବବୃହତ ଉପସାଗର, [3] ଏହା ଭାରତ ମହାସାଗରର ଉତ୍ତର-ପୂର୍ବ ଭାଗ । ଇଂରେଜ ମାନକ ଆସିବା ପୂର୍ବରୁ ଏହାର ନାମ "କଳିଙ୍ଗ ସାଗର" ଥିଲା ।[4] ଭାରତ, ବାଂଲାଦେଶ ଏବଂ ମିଆଁମାର ସମେତ ଅନେକ ଦକ୍ଷିଣ ଏସୀୟ ଦେଶ ବଙ୍ଗୋପସାଗର ଉପରେ ନିର୍ଭରଶୀଳ |
ବଙ୍ଗୋପସାଗର | |
---|---|
ଅବସ୍ଥାନ | ଦକ୍ଷିଣ ଏସିଆ |
ପ୍ରକାର | ଉପସାଗର |
ପ୍ରାଥମିକ ସ୍ରୋତ | ଭାରତ ମହାସାଗର |
ଉପକୂଳ ଦେଶ | ଭାରତ, ବଙ୍ଗଳାଦେଶ, ଥାଇଲାଣ୍ଡ, ମିଆଁମାର, ଇଣ୍ଡୋନେସିଆ, ମାଲେସିଆ, ଶ୍ରୀଲଙ୍କା[1][2] |
ସର୍ବାଧିକ ଦୈର୍ଘ୍ୟ | 2,090 km; c.1,300 mi |
ସର୍ବାଧିକ ପ୍ରସ୍ଥ | 1,610 km; 1,000 mi |
କ୍ଷେତ୍ରଫଳ | 2,172,000 km² |
ହାରାହାରି ଗଭୀରତା | 2,600 m ; 8,500 feet |
ସର୍ବାଧିକ ଗଭୀରତା | 4,694 m ; 15,400 feet |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.