ଦକ୍ଷିଣ ଏସିଆର ଦେଶ From Wikipedia, the free encyclopedia
ଶ୍ରୀଲଙ୍କା ଏସିଆ ମହାଦେଶ ଅନ୍ତର୍ଗତ ଏକ ଦେଶ । ୧୯୭୨ ମସିହା ପର୍ଯ୍ୟନ୍ତ ଏହା ସିଲୋନ ନାମରେ ପରିଚିତ ଥିଲା ।[7][8] ୧୯୪୮ ମସିହାରେ ଏହା ବିଟିଶ ଶାସନରୁ ମୁକ୍ତ ହୋଇ ଏକ ସ୍ୱାଧୀନ ରାଷ୍ଟ୍ରରେ ପରିଣତ ହୋଇଥିଲା ।[9]
Republic of Sri Lanka
| |||||
---|---|---|---|---|---|
| |||||
ଜାତୀୟ ସଙ୍ଗୀତ: Sri Lanka Matha Mother Sri Lanka | |||||
ରାଜଧାନୀ | Sri Jayawardenapura-Kotte[1][2] | ||||
ବୃହତ୍ତମ ସହର | କଲୋମ୍ବୋ | ||||
ସରକାରୀ ଭାଷା | Sinhala, Tamil | ||||
ଜାତୀୟତା | Sri Lankan | ||||
Government | Democratic Socialist Republic Semi-presidential system | ||||
• ରାଷ୍ଟ୍ରପତି | ମହିନ୍ଦା ରାଜପକ୍ଷ | ||||
• ପ୍ରଧାନମନ୍ତ୍ରୀ | ଡି. ଏମ. ଜୟରତ୍ନେ | ||||
• ବାଚସ୍ପତି | ଚମାଲ ରାଜପକ୍ଷ | ||||
• ମୁଖ୍ୟ ବିଚାରପତି | Dr. Shirani Bandaranayake | ||||
ସ୍ୱାଧୀନ from the United Kingdom | |||||
କ୍ଷେତ୍ରଫଳ | |||||
• ମୋଟ | 65,610 km2 (25,330 sq mi) (122nd) | ||||
• ଜଳଭାଗ (%) | 4.4 | ||||
ଲୋକସଂଖ୍ୟା | |||||
• 2010 estimate | 20,238,000[3] (56th) | ||||
• Mid 2010 census | 20,653,000[4] | ||||
• ଘନତା | 308.4/km2 (798.8/sq mi) (35th) | ||||
ମୋଟ ଘରୋଇ ଉତ୍ପାଦ (ସମତୁଲ୍ୟ କ୍ରୟଶକ୍ତି) | 2010 estimate | ||||
• ମୋଟ | $106.5 billion[5] (65th) | ||||
• ମୁଣ୍ଡପିଛା | $5,220[5] | ||||
ମୋଟ ଘରୋଇ ଉତ୍ପାଦ (ସାଙ୍କେତିକ) | 2010 estimate | ||||
• ମୋଟ | $49.68 billion[5] (73rd) | ||||
• ମୁଣ୍ଡପିଛା | $2,435[5] | ||||
ଜିନି ଗୁଣାଙ୍କ (2010) | 36 medium | ||||
ମାନବ ବିକାଶ ସୂଚନାଙ୍କ (2011) | 0.691[6] Error: Invalid HDI value · 97th | ||||
ମୁଦ୍ରା | Sri Lankan Rupee (LKR) | ||||
ସମୟ ମଣ୍ଡଳ | UTC+5:30 (Sri Lanka Standard Time Zone) | ||||
• Summer (DST) | not observed | ||||
ତାରିଖ ସଜାଣି | yyyy/mm/dd (AD) | ||||
ରାସ୍ତା ଚାଲିବା ପାଖ | left | ||||
ଟେଲିଫୋନ କୋଡ଼ | ୯୪ | ||||
Internet TLD | .lk, .ලංකා, .இலங்கை |
ଏହା ଭାରତ ମହାସାଗରର ଦକ୍ଷିଣ ପୂର୍ବରେ ଥିବା ଏକ ଦ୍ୱୀପପୁଞ୍ଜ । ଏହା ଏକ ପ୍ରମୁଖ ସମୁଦ୍ର ପଥ ନିକଟବର୍ତ୍ତି | ଦେଶର ସମୁଦାୟ କ୍ଷେତ୍ରଫଳ ୬୫,୬୧୨ ବର୍ଗ କିଲୋମିଟର, ଯେଉଥିରୁ ୬୨,୭୦୭ ବର୍ଗ କିଲୋମିଟର ସ୍ଥଳଭାଗ ଏବଂ ୨,୯୦୫ କିଲୋମିଟର ଜଳଭାଗ | ଏହାର ଉପକୂଳ ରେଖା ୧,୩୪୯ ବର୍ଗ କିଲୋମିଟର (୮୩୦ ବର୍ଗ ମାଇଲ) ଲମ୍ବ | ଶ୍ରୀଲଙ୍କାର ମୁଖ୍ୟ ଦ୍ୱୀପର କ୍ଷେତ୍ରଫଳ ୬୫,୨୬୮ କିଲୋମିଟର; ଏହା କ୍ଷେତ୍ର ଅନୁଯାୟୀ ବିଶ୍ୱର ପଚିଶତମ ବୃହତ୍ତମ ଦ୍ୱୀପ | ଅବଶିଷ୍ଟ ୩୪୨ ବର୍ଗ କିଲୋମିଟର ଅଞ୍ଚଳ ଡଜନେ ଛୋଟ ଦ୍ୱୀପପୁଞ୍ଜର ଅନ୍ତର୍ଭୁକ୍ତ |ଏହି ଛୋଟ ଦ୍ୱୀପପୁଞ୍ଜର ବୃହତ୍ତମ ଦ୍ୱୀପ, ମନ୍ନାର୍ ଦ୍ୱୀପ, ଯାହା ଆଦାମ ସେତୁ ଆଡକୁସ୍ଥିତ ।
ଶ୍ରୀଲଙ୍କାର ଜଳବାୟୁକୁ କ୍ରାନ୍ତୀୟ ମୋୖସୁମୀ ପ୍ରଭାବିତ କରେ: ଉତ୍ତର-ପୂର୍ବ ମୋୖସୁମୀ (ଡିସେମ୍ବରରୁ ମାର୍ଚ୍ଚ) ଏବଂ ଦକ୍ଷିଣ-ପଶ୍ଚିମ ମୋୖସୁମୀ (ଜୁନ୍ରୁ ଅକ୍ଟୋବର) |ଏହାର ଭୂଭାଗରେ ପ୍ରାୟତଃ ସମତଳ ବା ଅସମାନ ସମତଳ ଭୁମି ଓ ଦକ୍ଷିଣ-କେନ୍ଦ୍ରୀୟ ଆଭ୍ୟନ୍ତର ପାର୍ବତ୍ୟାଞ୍ଚଳ ଅନ୍ତର୍ଭୁକ୍ତ | ସର୍ବୋଚ୍ଚ ସ୍ଥାନ ହେଉଛି ୨,୫୨୪.୧୩ ମିଟର (୮,୨୮୧.୩ ଫୁଟ) ଉଚ୍ଚ ପିଡୁରୁଟାଲାଗାଲା ପର୍ବତ ଶିଖର | ଶ୍ରୀଲଙ୍କା ଚୂନ ପଥର, ଗ୍ରାଫାଇଟ୍, ମିନେରାଲ୍ ବାଲି, ରତ୍ନ ପଥର, ଫସଫେଟ୍, ଏବଂ ଜଳ ବିଦ୍ୟୁତ୍ ଶକ୍ତି ଭଳି ପ୍ରାକୃତିକ ସମ୍ପଦଗୁଡ଼ିକରେ ସମୃଦ୍ଧ |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.