From Wikipedia, the free encyclopedia
ପେଟ୍ଲାଦ ଏକ ଭାରତୀୟ ମ୍ୟୁନିସିପାଲିଟି ସହର ଅଟେ । ଏହା ଗୁଜରାଟର ଆଣନ୍ଦ ଜିଲ୍ଲାରେ ଅବସ୍ଥିତ ।
ପେଟ୍ଲାଦ ୨୨.୪୭୬୮ ଉତ୍ତର ଅକ୍ଷାଂଶ ଓ ୭୨.୭୯୯୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୯୮ ଫୁଟ ଉଚ୍ଚତାରେ ରହିଛି ।[3]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ,ପେଟ୍ଲାଦ ସହରର ମୋଟ ଜନସଂଖ୍ୟା ୫୧୧୫୩ ଅଟେ ।[4] ସେଥି ମଧ୍ୟରୁ ୫୨% ଜଣ ପରୁଷ ହୋଇଥିବା ବେଳେ ୪୮% ଜଣ ନାରୀ ଅଟନ୍ତି । ପେଟ୍ଲାଦର ସାକ୍ଷରତା ହାର ୭୪% ଅଟେ । ଏହା ଜାତୀୟ ହାରଠାରୁ ୮.୭୩% ପ୍ରତିଶତ କମ ଅଟେ । ସେଥିରୁ ୪୧.୪୦% ପ୍ରତିଶତ ପୁରୁଷ ଓ ୩୨.୧୭% ନାରୀ ଅଟନ୍ତି । ୧୦.୨୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.