ଗୁଜରାଟ
ଭାରତର ଏକ ରାଜ୍ୟ From Wikipedia, the free encyclopedia
ଭାରତର ଏକ ରାଜ୍ୟ From Wikipedia, the free encyclopedia
ଗୁଜରାଟ (/ˌɡʊdʒəˈrɑːt/ Gujarat [ˈɡudʒəɾɑt] (listen)) ଭାରତର ପଶ୍ଚିମ[3][7] ଓ ଦକ୍ଷିଣପଶ୍ଚିମରେ[8][9] ଥିବା ଏକ ରାଜ୍ୟ । ଏହାର ସମୁଦ୍ରତଟ 1,600 km (990 mi) ଓ ତାହାର ଅଧିକାଂଶ ଭାଗ କାଠିଆୱାଡ଼ ଉପଦ୍ୱୀପରେ ଅବସ୍ଥିତ । ଗୁଜରାଟର ମୋଟ ଜନସଂଖ୍ୟା ୬୦ ମିଲିଅନ । ଭାରତର ପଶ୍ଚିମରେ ଥିବା ଗୁଜରାଟର ପଶ୍ଚିମରେ ଆରବ ସାଗର ଉତ୍ତରରେ ସିନ୍ଧ (ପାକିସ୍ତାନ), ଉତ୍ତରପୂର୍ବରେ ରାଜସ୍ଥାନ, ପୂର୍ବରେ ମଧ୍ୟ ପ୍ରଦେଶ ଏବଂ ଦକ୍ଷିଣ ପୂର୍ବରେ ମହାରାଷ୍ଟ୍ର ରାଜ୍ୟ ତଥା ଡାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହବେଳୀ କେନ୍ଦ୍ରଶାସିତ ଅଞ୍ଚଳ ରହିଛି । ଗୁଜରାଟର ରାଜଧାନୀ ଗାନ୍ଧୀନଗର । ଅମଦାବାଦ ଗୁଜରାଟର ଏକମାତ୍ର ମହାନଗରୀ ।[10] ଗୁଜରାଟ ରାଜ୍ୟର ନାମ "ଗୁଜ୍ଜର"ରୁ ଆସିଛି ।
ଗୁଜରାଟ | |
---|---|
Coordinates (ଗାନ୍ଧୀନଗର): 23°13′N 72°41′E | |
ଦେଶ | ଭାରତ |
ପ୍ରତିଷ୍ଠା | ୧ ମଇ ୧୯୬୦† |
ରାଜଧାନୀ | ଗାନ୍ଧୀନଗର |
ବୃହତ୍ତମ ନଗର | ଅହମଦାବାଦ |
ଜିଲ୍ଲା | ୩୩ |
Government | |
• ରାଜ୍ୟପାଳ | ଓମ ପ୍ରକାଶ କୋହଲି |
• ମୁଖ୍ୟମନ୍ତ୍ରୀ | ବିଜୟ ରୂପାନୀ |
• ବିଧାନ ସଭା | ଏକକକ୍ଷବିଶିଷ୍ଟ (୧୮୨ଟି ସିଟ) |
• କେନ୍ଦ୍ରୀୟ ଉପସ୍ଥାପନା | ରାଜ୍ୟ ସଭା ୧୧ ଲୋକ ସଭା ୨୬ |
• ଉଚ୍ଚନ୍ୟାୟାଳୟ | ଗୁଜରାଟ ହାଇକୋର୍ଟ |
Area | |
• ସମୁଦାୟ | 196,024 km2 (75,685 sq mi) |
• Rank | ୬ଷ୍ଠ |
Population (୨୦୧୧) | |
• Total | ୬,୦୩,୮୩,୬୨୮ |
• Rank | ୯ମ |
• Density | 308/km2 (800/sq mi) |
Demonym | ଗୁଜରାଟୀ |
ଜିଡିପି (2018–19) | |
• ମୋଟ | |
• ମୁଣ୍ଡପିଛା | ୧,୫୬,୬୯୧ (US$୩,୪୭୮.୫୪) |
ଭାଷା | |
• ସରକାରୀ | ବମ୍ବେ (ପୁନର୍ଗଠନ) ଆଇନ ୧୯୬୦[3] |
• ଅନ୍ୟାନ୍ୟ ସରକାରୀ | ହିନ୍ଦୀ[4] |
Time zone | UTC+୦୫:୩୦ (ଆଇଏସଟି) |
ISO 3166 code | IN-GJ |
ଯାନବାହାନ ପଞ୍ଚୀକରଣ | GJ |
ଏଚଡିଆଇ (2017) | ୦.୬୬୭[5] medium · 21st |
ସାକ୍ଷରତା (2011) | ୭୮.୦୩%[6] |
ଲିଙ୍ଗ ଅନୁପାତ (2011) | ୯୧୯ ♀/୧୦୦୦ ♂[6] |
Website | gujaratindia |
†ବମ୍ବେ (ପୁନର୍ଗଠନ) ଆଇନ ୧୯୬୦ ଅନୁସାରେ ବମ୍ବେ ରାଜ୍ୟ ମହାରାଷ୍ଟ୍ର ଓ ଗୁଜରାଟ ନାମରେ ଦୁଇ ଭାଗରେ ବିଭକ୍ତ ହେଲା |
ଭାରତରେ ଗୁଜରାଟୀଭାଷୀ ଲୋକ ଦେଶର ଆଦିମ ଅଧିବାସୀ । ଗୁଜରାଟର ଅର୍ଥନୀତି ଭାରତର ମୋଟ ତୃତୀୟ ବୃହତ୍ତମ ରାଜସ୍ୱ ଅର୍ଥନୀତି ଯାହାର ମୋଟ ଘରୋଇ ପଣ୍ୟ ଏବଂ ମୁଣ୍ଡପିଛା ଜିଡିପି ୧,୫୭,୦୦୦ (US$୩,୪୮୫.୪)।[1][2]
ପ୍ରାଚୀନ ସିନ୍ଧୁ ଉପତ୍ୟକାର କିଛି ସ୍ଥାନ ଏହି ରାଜ୍ୟର ଅନ୍ତର୍ଭୁକ୍ତ ଯଥା ଲୋଥାଲ, ଧୋଲବୀର, ଏବଂ ଗୋଲା ଧୋରୋ । ଲୋଥାଲ ବିଶ୍ୱର ପ୍ରଥମ ବନ୍ଦର ବୋଲି ବିଶ୍ୱାସ କରାଯାଏ । ମୌର୍ଯ୍ୟ ଓ ଗୁପ୍ତ ସାମ୍ରାଜ୍ୟର ଏବଂ ଶାକ୍ୟ ରାଜବଂଶର ଉତ୍ତରାଧିକାରୀ ପଶ୍ଚିମ ଶତ୍ରପଙ୍କଦ୍ୱାରା ବନ୍ଦର ଓ ବାଣିଜ୍ୟ କେନ୍ଦ୍ର ଭାବେ ବ୍ୟବହୃତ ଭରୁଚ ଏବଂ ଖମ୍ବାଟ ହେଲେ ଗୁଜରାଟର ମୁଖ୍ୟ ଉପକୂଳୀୟ ସହର । ଭାରତୀୟ ରାଜ୍ୟ ବିହାର ଓ ନାଗାଲାଣ୍ଡଭଳି ଗୁଜରାଟରେ ମଧ୍ୟ ମଦ୍ୟବିକ୍ରି ନିଷେଧ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.