ବିଧାନ ସଭା ନିର୍ବାଚନ ମଣ୍ଡଳୀ From Wikipedia, the free encyclopedia
ନୀଳଗିରି (କ୍ରମିକ ସଂଖ୍ୟା: ୪୦) ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[1] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ନୀଳଗିରି (ବି), ନୀଳଗିରି ବ୍ଳକ, ଔପଦା ବ୍ଳକ ଓ ବାହାନଗା ବ୍ଳକର କିଛି ଅଞ୍ଚଳ ।[2][3]
ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୮୧,୦୮୧ |
ଜିଲ୍ଲା: | ବାଲେଶ୍ୱର |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ବାଲେଶ୍ୱର |
ପଞ୍ଚାୟତ ସମିତି: | ୩ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ପୌର ପରିଷଦ: | ୦ |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସୁକାନ୍ତ କୁମାର ନାଏକ ଭାରତୀୟ ଜନତା ପାର୍ଟି ପ୍ରାର୍ଥିନୀ ସୁଷମା ବିଶ୍ୱାଳଙ୍କଠାରୁ ୧୩୭୦୦ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[4]
ଗତ ୨୦୦୯ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପ୍ରାର୍ଥୀ ପ୍ରଦୀପ୍ତ ପଣ୍ଡାଙ୍କଠାରୁ ୩୦୫୬ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[5]
୨୦୦୯ ବିଧାନ ସଭା ନିର୍ବାଚନ, ନୀଳଗିରି [6] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ସ୍ୱାଧୀନ | ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ | ୩୫,୫୨୫ | ୩୦.୬୩ | - | |
ସିପିଆଇ | ପ୍ରଦିପ୍ତ ପଣ୍ଡା | ୩୨,୪୬୯ | ୨୮.୦୦ | - | |
କଂଗ୍ରେସ | ଦିପ୍ତିକାନ୍ତ ମହାପାତ୍ର | ୨୨,୬୨୭ | ୧୯.୫୧ | - | |
ସ୍ୱାଧୀନ | କାର୍ତ୍ତିକ ମହାପାତ୍ର | ୧୬,୭୨୬ | ୧୪.୪୨ | - | |
ଝାମୁମୋ | ଚିତ୍ତ ରଞ୍ଜନ ଷଡ଼ଙ୍ଗୀ | ୫,୬୦୯ | ୪.୮୪ | - | |
ସ୍ୱାଧୀନ | ଅର୍ଦ୍ଧେନ୍ଦୁ ଭୂଷଣ ବାରିକ | ୧,୫୫୪ | ୧.୩୪ | - | |
ବସପା | ଲକ୍ଷ୍ମଣ ସିଂହ | ୧,୪୬୦ | ୧.୨୬ | - | |
ଭୋଟ ବ୍ୟବଧାନ | ୩,୦୫୬ | ୨.୬୪* | - | ||
ମତଦାନ ହାର | ୧,୧୫,୯୭୨ | ୬୮.୬୫ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [7][8][4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.