ବାଲେଶ୍ୱର ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ: [1] [2]
ସାଂସଦଗଣ
- ୨୦୨୪: ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ (ଭାଜପା)
- ୨୦୧୯: ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ (ଭାଜପା)[3]
- ୨୦୧୪: ରବୀନ୍ଦ୍ର କୁମାର ଜେନା (ବିଜୁ ଜନତା ଦଳ)
- ୨୦୦୯: ଶ୍ରୀକାନ୍ତ ଜେନା, ଭାରତୀୟ ଜାତୀୟ କଂଗ୍ରେସ
- ୨୦୦୪: ଖାରବେଳ ସ୍ୱାଇଁ, ଭାରତୀୟ ଜନତା ପାର୍ଟି
- ୧୯୯୯: ଖାରବେଳ ସ୍ୱାଇଁ, (ଭାଜପା)
- ୧୯୯୮: ଖାରବେଳ ସ୍ୱାଇଁ, (ଭାଜପା)
- ୧୯୯୬: କାର୍ତ୍ତିକ ମହାପାତ୍ର, (କଂଗ୍ରେସ)
- ୧୯୯୧: କାର୍ତ୍ତିକେଶ୍ୱର ପାତ୍ର, (କଂଗ୍ରେସ)
- ୧୯୮୯: ସମରେନ୍ଦ୍ର କୁଣ୍ଡୁ, ଜନତା ଦଳ
- ୧୯୮୪: ଚିନ୍ତାମଣି ଜେନା, (କଂଗ୍ରେସ)
- ୧୯୮୦: ଚିନ୍ତାମଣି ଜେନା, (କଂଗ୍ରେସ)
- ୧୯୭୭: ସମରେନ୍ଦ୍ର କୁଣ୍ଡୁ, ଜନତା ଦଳ
- ୧୯୭୧: ଶ୍ୟାମସୁନ୍ଦର ମହାପାତ୍ର, (କଂଗ୍ରେସ)
- ୧୯୬୭: ସମରେନ୍ଦ୍ର କୁଣ୍ଡୁ, (ପ୍ରଜା ସୋସିଆଲିଷ୍ଟ ପାର୍ଟି)
- ୧୯୬୨: ଗୋକୁଳାନନ୍ଦ ମହାନ୍ତି, (କଂଗ୍ରେସ)
- ୧୯୫୭: ଭାଗବତ ସାହୁ, (କଂଗ୍ରେସ)
- ୧୯୫୧: ଭାଗବତ ସାହୁ, (କଂଗ୍ରେସ)
ଆଧାର
ଆହୁରି ଦେଖନ୍ତୁ
Wikiwand in your browser!
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.