ବିଧାନ ସଭା ନିର୍ବାଚନ ମଣ୍ଡଳୀ From Wikipedia, the free encyclopedia
ଧର୍ମଗଡ଼ (କ୍ରମିକ ସଂଖ୍ୟା: ୭୯) କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଧର୍ମଗଡ଼ ବ୍ଳକ, କୋକସରା ବ୍ଳକ, କଳମପୁର ବ୍ଳକ ଓ ଜୟପାଟଣା ବ୍ଳକର କିଛି ଅଂଶ ।[୨][୩]
ଧର୍ମଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୩୪,୦୩୫ |
ଜିଲ୍ଲା: | କଳାହାଣ୍ଡି |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | କଳାହାଣ୍ଡି |
ପଞ୍ଚାୟତ ସମିତି: | ୪ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୦ |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ରବିନ୍ଦ୍ର ପଟ୍ଟଯୋଶୀଙ୍କଠାରୁ ୧୬୧୫୮ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
୧୯୫୭ରୁ ୨୦୧୪ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୫] [୬][୪]
୨୦୦୯ ବିଧାନ ସଭା ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହ ଦେଓ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ରାହାସ ବିହାରୀ ବେହେରାଙ୍କଠାରୁ ୨୨,୯୦୬ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୭]
୨୦୦୯ ବିଧାନ ସଭା ନିର୍ବାଚନ, ଧର୍ମଗଡ଼ [୮] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ପୁଷ୍ପେନ୍ଦ୍ର ସିଂହ ଦେଓ | ୫୬,୪୭୦ | ୩୫.୮୩ | - | |
କଂଗ୍ରେସ | ରାହାସ ବିହାରୀ ବେହେରା | ୩୩,୫୬୪ | ୨୧.୩୦ | - | |
ଭାଜପା | ଜନାର୍ଦନ ପଣ୍ଡା | ୩୧,୫୭୩ | ୨୦.୦୩ | - | |
ସପା | ସୁରେନ୍ଦ୍ର କୁମାର ପାଟ୍ଟଯୋଶୀ | ୧୮,୮୩୪ | ୧୧.୯୫ | - | |
ବସପା | କଲ୍ୟାଣୀ ନାୟକ | ୪,୩୯୩ | ୨.୭୯ | - | |
ସମୃଦ୍ଧ ଓଡ଼ିଶା | ହୀରା ବାଗ | ୪,୦୧୫ | ୨.୫୫ | - | |
ସ୍ୱାଧୀନ | ସୁବାଷ ଚନ୍ଦ୍ର ନାୟକ | ୨,୫୫୭ | ୧.୬୨ | - | |
କଳିଙ୍ଗ ସେନା | ବୈକୁଣ୍ଠ ଧାଙ୍ଗଡାମାଝି | ୨,୦୫୭ | ୧.୩୧ | - | |
ସ୍ୱାଧୀନ | ଭୁବନେଶ୍ୱର ଦୁର୍ଗା | ୧,୪୫୨ | ୦.୯୨ | - | |
ସ୍ୱାଧୀନ | ଗୋବିନ୍ଦ ଚନ୍ଦ୍ର ରାଉତ | ୧,୪୩୨ | ୦.୯୧ | - | |
ସ୍ୱାଧୀନ | ପ୍ରହଲାଦ ଅଗ୍ରୱାଲ | ୧,୨୬୫ | ୦.୮୦ | - | |
ଭୋଟ ବ୍ୟବଧାନ | ୨୨,୯୦୬ | ୧୪.୫୩* | - | ||
ମତଦାନ ହାର | ୧,୫୭,୬୨୧ | ୭୧.୬୬ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.