ଓଡ଼ିଆ ରାଜନୀତିଜ୍ଞ From Wikipedia, the free encyclopedia
ଲୋଚନ ଧାଙ୍ଗଡ଼ା ମାଝି (୨୦ ଫେବୃଆରୀ ୧୯୧୬ - ୧୯ ଫେବୃଆରୀ ୧୯୯୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୬୭ ଓ ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଧର୍ମଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୪ର୍ଥ ଓ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଲୋଚନ ଧାଙ୍ଗଡ଼ା ମାଝି | |
---|---|
ବିଧାୟକ: ୪ର୍ଥ, ୫ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୭୩ | |
ପୂର୍ବ ଅଧିକାରୀ | ମୁକୁନ୍ଦ ନାଏକ |
ପର ଅଧିକାରୀ | ଦୟାନିଧି ନାଏକ |
ନିର୍ବାଚନ ମଣ୍ଡଳୀ | ଧର୍ମଗଡ଼ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୦ ଫେବୃଆରୀ ୧୯୧୬ |
ମୃତ୍ୟୁ | ୧୯ ଫେବୃଆରୀ ୧୯୯୧ ୭୪) | (ବୟସ
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ସ୍ୱତନ୍ତ୍ର ପାର୍ଟି |
ଜୀବନ ସାଥୀ | ଇନ୍ଦିରା ଧାଙ୍ଗଡ଼ା ମାଝି |
ବାପା/ବୋଉ | କାନ୍ଥା ଧାଙ୍ଗଡ଼ା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଲୋଚନ ଧାଙ୍ଗଡ଼ା ମାଝି ୧୯୧୬ ମସିହାର ଫେବୃଆରୀ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କାନ୍ଥା ଧାଙ୍ଗଡ଼ା ଓ ପତ୍ନୀଙ୍କ ନାମ ଇନ୍ଦିରା ଧାଙ୍ଗଡ଼ା ମାଝି ।[୧]
ଲୋଚନ ଧାଙ୍ଗଡ଼ା ମାଝି ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧]
ଲୋଚନ ଧାଙ୍ଗଡ଼ା ମାଝି ୧୯୯୧ ମସିହାର ଫେବୃଆରୀ ୧୯ ତାରିଖରେ ୭୪ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.