ତାରା (ଓଡ଼ିଆ କଥାଚିତ୍ର)
୧୯୯୨ ଓଡ଼ିଆ କଥାଚିତ୍ର / From Wikipedia, the free encyclopedia
ତାରା, ୧୯୯୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ବିମଳ ଦତ୍ତ ।[1] ଡଲି ଜେନା ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ, ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[2] ଏହି ଚଳଚ୍ଚିତ୍ରଟି ୧୯୯୨ ମସିହାରେ ଜାତୀୟ ଚଳଚ୍ଚିତ୍ର ପ୍ରତିଯୋଗିତାରେ ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା ।[3]
Quick Facts ତାରା, ନିର୍ଦ୍ଦେଶକ ...
ତାରା | |
---|---|
ନିର୍ଦ୍ଦେଶକ | ଡଲି ଜେନା |
ପ୍ରଯୋଜକ | ଡଲି ଜେନା |
ଚିତ୍ରନାଟ୍ୟ | ଡଲି ଜେନା |
କାହାଣୀ | ବିମଳ ଦତ୍ତ |
କଳାକାର | ଡଲି ଜେନା ଅଜିତ ଦାସ |
ସଙ୍ଗୀତ | ଭୁବନେଶ୍ୱର ମିଶ୍ର ଧ୍ୟାନେଶ ଖାନ |
ଚିତ୍ରଗ୍ରହଣ | ନୀଲାଭ କୌଲ |
ସମ୍ପାଦକ | ଗଦାଧର ପୁଟୀ |
ମୁକ୍ତିଲାଭ ତାରିଖ | ୧୯୯୨ |
ଦେଶ | ![]() |
ଭାଷା | ଓଡ଼ିଆ |
Close