ଗାନ୍ଧାରୀ (ମହାଭାରତ)ମହାଭାରତର ଚରିତ୍ର / From Wikipedia, the free encyclopedia ଗାନ୍ଧାରୀ (ସଂସ୍କୃତ: गांधारी) ହିନ୍ଦୁ ମହାକାବ୍ୟ ମହାଭାରତର ଏକ ପ୍ରମୁଖ ଚରିତ୍ର । ସେ ଗାନ୍ଧାର ଦେଶର ରାଜକୁମାରୀ ଏବଂ ହସ୍ତିନାପୁରର ଅନ୍ଧ ରାଜା ଧୃତରାଷ୍ଟ୍ରଙ୍କ ପତ୍ନୀ ଏବଂ କୌରବ କୁଳ କୁହାଯାଉଥିବା ଏକଶତ ପୁତ୍ର ତଥା ଗୋଟିଏ କନ୍ୟାର ଜନନୀ ।[1][2] ଫାଇଲ:Gandhari on throne.jpgଗାନ୍ଧାରୀ
ଗାନ୍ଧାରୀ (ସଂସ୍କୃତ: गांधारी) ହିନ୍ଦୁ ମହାକାବ୍ୟ ମହାଭାରତର ଏକ ପ୍ରମୁଖ ଚରିତ୍ର । ସେ ଗାନ୍ଧାର ଦେଶର ରାଜକୁମାରୀ ଏବଂ ହସ୍ତିନାପୁରର ଅନ୍ଧ ରାଜା ଧୃତରାଷ୍ଟ୍ରଙ୍କ ପତ୍ନୀ ଏବଂ କୌରବ କୁଳ କୁହାଯାଉଥିବା ଏକଶତ ପୁତ୍ର ତଥା ଗୋଟିଏ କନ୍ୟାର ଜନନୀ ।[1][2] ଫାଇଲ:Gandhari on throne.jpgଗାନ୍ଧାରୀ