କଦଳୀଗଛ
From Wikipedia, the free encyclopedia
ମୁସାସି କୁଳରେ ଥିବା ମୁସା ପ୍ରଜାତିର ଉଦ୍ଭିଦମାନଙ୍କୁ କଦଳୀଗଛ ବୋଲି କୁହାଯାଏ । ଏହି ପ୍ରଜାତିରେ କଦଳୀ ଫଳୁଥିବା ସପୁଷ୍ପକ ଉଦ୍ଭିଦ ଆଦି ଅଛନ୍ତି । ପାଖାପାଖି ୭୦ଟି ମୁସା ଜାତି ବିଷୟରେ ବିଶେଷ ଜ୍ଞାନ ଆହରଣ କରାଯାଇଛି ।
Quick Facts କଦଳୀଗଛ, ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ ...
କଦଳୀଗଛ | |
---|---|
କଦଳୀ ଗଛ, କନାହା ବେଳାଭୂମି, ମାଉଇ | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ଉଦ୍ଭିଦ ସାମ୍ରାଜ୍ୟ |
ଗୋଷ୍ଠୀ: | ଟ୍ରାକିଓଫାଇଟା |
ଗୋଷ୍ଠୀ: | ସ୍ପର୍ମାଟୋଫାଇଟା |
ଗୋଷ୍ଠୀ: | ଆବୃତବୀଜୀ |
ଗୋଷ୍ଠୀ: | ଏକବୀଜପତ୍ରୀ |
ଗୋଷ୍ଠୀ: | କମେଲିନିଡ |
ବଂଶ: | ମୁସାସି |
ପ୍ରଜାତି: | ମୁସା(ପ୍ରଜାତି) ଲ.[1] |
ଜାତି | |
ପ୍ରାୟ ୭୦, ଅନୁଚ୍ଛେଦ ଦେଖନ୍ତୁ |
Close
ବଡ଼ ଗଛ ଯେତିକି ଲମ୍ବା ବଢୁଥିଲେ ମଧ୍ଯ କଦଳୀଗଛଗୁଡିକ ବାସ୍ତବରେ ବୃହଦାକାୟ ଗୁଳ୍ମ ଅଟନ୍ତି । କାରଣ ତାଙ୍କର ତଥାକଥିତ ଗଣ୍ଡିଟି ବାସ୍ତବରେ ପତ୍ରମୂଳର ଉପରତଳ କରି ହୋଇଥିବା ଅବସ୍ଥା ।
ମୁସାର ଜାତିଗୁଡ଼ିକୁ କେତେକ ଲେପିଡୋପ୍ଟେରା ଲାର୍ଭା ଖାଦ୍ୟ ରୂପେ ବ୍ଯବହାର କରନ୍ତି । ଯେପରିକି - ବୃହତ୍ ଚିତାବାଘ ମୋଥ ।