ଏଡ଼ମୋଣ୍ଟୋସରସ
From Wikipedia, the free encyclopedia
ଏଡ଼ମୋଣ୍ଟୋସରସ (English: Edmontosaurus;/ɛdˌmɒnt[invalid input: 'ɵ']ˈsɔːrəs/ ed-MON-toh-SAWR-əs) ଡାଇନୋସର ବଂଶର ଜୀବ ଅଟେ ।[1] ଏହି ଜୀବଟି ବର୍ତ୍ତମାନ ବିଲୁପ୍ତ । ଏହାର ଜୀବାଶ୍ମ ଓ ଅବଶେଷ ଉତ୍ତର ଆମେରିକାରୁ ମିଳିଥିଲା ।[2] ଏହାର ଦୁଇଟି ପ୍ରଜାତି ଅଛନ୍ତି: Edmontosaurus regalis ଏବଂ ଏଡ଼ମୋଣ୍ଟୋସରସ ଆନେକ୍ଟିନ୍ସ ।
Quick Facts ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ, Species ...
Edmontosaurus ଜୀବାଶ୍ମ କାଳ: Late Cretaceous, 73.0–65.5 Ma PreЄ
Є
O
S
D
C
P
T
J
K
Pg
N
| |
---|---|
Mounted skeleton of E. regalis, Oxford University Museum of Natural History | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଗୋଷ୍ଠୀ: | ଡାଇନୋସରିଆ |
Order: | †Ornithischia |
Suborder: | †Ornithopoda |
Family: | †Hadrosauridae |
Subfamily: | †Saurolophinae |
Tribe: | †Edmontosaurini |
Genus: | †Edmontosaurus Lambe, 1917 |
Species | |
| |
Synonyms | |
|
Close
ଏହି ଡାଇନୋସରଟି କ୍ରେଟାସିଅସ ଯୁଗରେ ବାସ କରୁଥିଲା ।