ଜୀବାଶ୍ମFrom Wikipedia, the free encyclopedia ବହୁ ପ୍ରାଚୀନ ପ୍ରାଣୀ, ଉଦ୍ଭିଦ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କର ସଂରକ୍ଷିତ ଅବଶେଷକୁ ଜୀବାଶ୍ମ (English: Fossil; ପାରମ୍ପରିକ ଲାଟିନ ଭାଷା fossilisରୁ ଆସିଛି, ଆକ୍ଷରିକ ଅର୍ଥ "ଖନନଦ୍ୱାରା ପ୍ରାପ୍ତ[1]") କୁହାଯାଇଥାଏ ।
ବହୁ ପ୍ରାଚୀନ ପ୍ରାଣୀ, ଉଦ୍ଭିଦ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କର ସଂରକ୍ଷିତ ଅବଶେଷକୁ ଜୀବାଶ୍ମ (English: Fossil; ପାରମ୍ପରିକ ଲାଟିନ ଭାଷା fossilisରୁ ଆସିଛି, ଆକ୍ଷରିକ ଅର୍ଥ "ଖନନଦ୍ୱାରା ପ୍ରାପ୍ତ[1]") କୁହାଯାଇଥାଏ ।