From Wikipedia, the free encyclopedia
ଇରାକ , ପଶ୍ଚିମ ଏସିଆରେ ଥିବା ଏକ ଦେଶ । ଏହାର ଦକ୍ଷିଣରେ ସାଉଦୀ ଆରବ ଓ କୁଏତ, ଉତ୍ତରରେ ତୁର୍କୀ, ଉତ୍ତର-ପଶ୍ଚିମରେ ସିରିଆ, ପଶ୍ଚିମରେ ଜୋର୍ଡାନ ଓ ପୂର୍ବରେ ଇରାନ ଅବସ୍ଥିତ । ଇରାକର ରାଜଧାନୀ ବାଗଦାଦ ଅଟେ ।
Republic of Iraq جمهورية العـراق Jumhūriyyat al-‘Irāq | |||||
---|---|---|---|---|---|
| |||||
ରାଷ୍ଟ୍ରାଦର୍ଶ: الله أكبر (Arabic) "Allahu Akbar" (transliteration) "God is the Greatest" | |||||
ଜାତୀୟ ସଙ୍ଗୀତ: (موطني) "My Homeland" | |||||
ରାଜଧାନୀ | Baghdad | ||||
ବୃହତ୍ତମ ସହର | capital | ||||
ସରକାରୀ ଭାଷା | Arabic, Kurdish[1] | ||||
ଜାତୀୟତା | Iraqi | ||||
Government | Federal parliamentary republic | ||||
• President | Jalal Talabani | ||||
• Prime Minister | Nouri al-Maliki | ||||
• Speaker of Council of Representatives | Usama al-Nujayfi | ||||
ବିଧାନ ମଣ୍ଡଳ | Council of Representatives | ||||
Independence | |||||
କ୍ଷେତ୍ରଫଳ | |||||
• ମୋଟ | 438,317 km2 (169,235 sq mi) (59th) | ||||
• ଜଳଭାଗ (%) | 1.1 | ||||
ଲୋକସଂଖ୍ୟା | |||||
• 2012 estimate | 31,129,225[2] (36th) | ||||
• ଘନତା | 71.0/km2 (183.9/sq mi) (125th) | ||||
ମୋଟ ଘରୋଇ ଉତ୍ପାଦ (ସମତୁଲ୍ୟ କ୍ରୟଶକ୍ତି) | 2012 estimate | ||||
• ମୋଟ | $143.676 billion[3] (63rd) | ||||
• ମୁଣ୍ଡପିଛା | $4,272[3] (126th) | ||||
ମୋଟ ଘରୋଇ ଉତ୍ପାଦ (ସାଙ୍କେତିକ) | 2011 estimate | ||||
• ମୋଟ | $144.214 billion[3] (62nd) | ||||
• ମୁଣ୍ଡପିଛା | $4,288[3] (110th) | ||||
ମାନବ ବିକାଶ ସୂଚନାଙ୍କ (2011) | 0.573[4] Error: Invalid HDI value | ||||
ମୁଦ୍ରା | Iraqi dinar (IQD) | ||||
ସମୟ ମଣ୍ଡଳ | UTC+3 (GMT+3) | ||||
• Summer (DST) | UTC+3 (not observed) | ||||
ରାସ୍ତା ଚାଲିବା ପାଖ | right | ||||
ଟେଲିଫୋନ କୋଡ଼ | 964 | ||||
Internet TLD | .iq |
ପୂର୍ବରୁ ଇରାକର ନାମ "ମେଷୋପଟାମିଆ" ଥିଲା, ଯାହାର ଅର୍ଥ ଦୁଇ ନଦୀ ମଧ୍ୟବର୍ତ୍ତୀ ଅଞ୍ଚଳ । ଖ୍ରୀ ପୁ ୬ଷ୍ଠ ଶହସ୍ରାବ୍ଦ ସମୟରୁ ଏହା ଅନେକ ସଭ୍ୟତାର ସ୍ଥାନ ହୋଇ ଆସିଛି । ଇଉଫ୍ରେଟିସ ଓ ଟାଇଗ୍ରୀସ ନଦୀ ମଧ୍ୟବର୍ତ୍ତୀ ଏହି ଅଞ୍ଚଳକୁ ସଭ୍ୟତାର କେନ୍ଦ୍ର ଓ ଲେଖନର ଜନ୍ମ ସ୍ଥଳୀ କୁହାଯାଇଅଥାଏ । ଇରାକ ଅତୀତରେ ଅନେକ ସାମ୍ରାଜ୍ୟର ଅଂଶ ରହି ଆସିଛି । ଅଧିକାଂଶ ଇରାକ ବାସୀ ସିହା ମୁସଲିମ ଅଟନ୍ତି ।
୧୯୬୩ ମସିହାରୁ ୨୦୦୩ ପର୍ଯ୍ୟନ୍ତ ଇରାକ ବାଥ୍ (Ba'ath Party)ଦ୍ୱାରା ଶାସିତ ହେଉଥିଲା । ସଦ୍ଦାମ ହୁସେନ ଏହି ଦଳର ସଭାପତି ଥିଲେ । ୧୯୯୦ ମସିହାରେ କୁଏତ୍ ଉପରେ ଇରାକର ଆକ୍ରମଣ ପରେ, ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ୍, ସାଉଦୀ ଆରବ, ଫ୍ରାନ୍ସ, ଇଟାଲୀ ଆଦି ଦେଶମାନେ ମିଶିକରି ଯୁଦ୍ଧ କରିଥିଲେ । ୨୦୦୩ ମସିହାରେ ଅମେରିକା,
ଇରାକ ୨୯° ଓ ୩୮° ଉତ୍ତର ଅକ୍ଷାଂଶ ଓ ୩୯° ଓ ୪୯° ପୂର୍ବ ଦୈର୍ଘ୍ୟ ମଧ୍ୟରେ ଅବସ୍ଥିତ । ୪୩୭,୦୭୨ ବର୍ଗ କିଲୋମିଟର ଅଞ୍ଚଳରେ ଏହା ବିଶ୍ୱର ୫୮ତମ ବୃହତ୍ତମ ଦେଶ
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.