ଅହମଦାବାଦ
From Wikipedia, the free encyclopedia
ଅହମଦାବାଦ ଭାରତର ଏକ ପ୍ରମୂଖ ସହର ତଥା ଗୁଜରାଟ ରାଜ୍ୟର ମୁଖ୍ୟ ବାଣିଜ୍ୟ କେନ୍ଦ୍ର ଅଟେ । ଏହାର ପୁରୁଣା ନାମ କର୍ଣ୍ଣାବତୀ ଥିଲା । ସାବରମତୀ ନଦୀ କୂଳରେ ଅବସ୍ଥିତ ଏହି ମହାନଗରଟି ଭାରତର ୫ମ ବୃହତ୍ତମ ନଗର । ଅହମଦାବାଦ ଗୁଜରାଟର ପୁରୁଣା ରାଜଧାନୀ ଥିଲା , ଯାହା ଏବେ ୩୨କିମି ଦୂର ଗାନ୍ଧୀନଗରକୁ ସ୍ଥାନାନ୍ତରିତ ହେଇଯାଇଛି । ପୂର୍ବରୁ ଏହି ସହରଟି ବହୁ ଲୁଗାକଳ ଓ ବୟନଶିଳ୍ପ ପାଇଁ ପ୍ରସିଦ୍ଧ ଥିଲା, ତେଣୁ ବ୍ରିଟିଶମାନେ ଏହାକୁ "ମାଞ୍ଚେଷ୍ଟର ଅଫ ଈଷ୍ଟ" ବୋଲି ନା ଦେଇଥିଲେ । ସ୍ୱାଧୀନତା ସମୟରେ ଏହା ମହାତ୍ମା ଗାନ୍ଧୀ ଓ ସରଦାର ପଟେଲଙ୍କ କର୍ମଭୂମି ଥିଲା । ଗାନ୍ଧୀଜୀଙ୍କ ସାବରମତୀ ଆଶ୍ରମ ଅହମଦାବାଦର ଅନ୍ୟ ମୁଖ୍ୟ ପରିଚୟ ଅଟେ । ଅଧୁନା ଏହି ସହରଟି ଏକ ପ୍ରମୁଖ ଶିକ୍ଷା କେନ୍ଦ୍ର ଭାବେ ଗଢ଼ି ଉଠିଛି । ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ, ଅହମ୍ମଦାବାଦ ସହରର ନାମ ପରିବର୍ତ୍ତନ କରାଯାଇ କର୍ନବତୀ ରଖାଯିବ ବୋଲି ବିଚାର କରୁଛନ୍ତି ।[4]
Quick Facts ଅହମଦାବାଦ અમદાવાદ, ଦେଶ ...
ଅହମଦାବାଦ
અમદાવાદ | |
---|---|
ମହାନଗର ନିଗମ | |
Nickname: | |
ଦେଶ | ଭାରତ |
ରାଜ୍ୟ | ଗୁଜରାଟ |
ଜିଲ୍ଲା | ଅହମଦାବାଦ |
Government | |
• Body | ଅହମଦାବାଦ ମହାନଗର ନିଗମ |
• Mayor | ଅସିତ ବୋରା |
• Deputy Mayor | ଦର୍ଶନ ବାଘେଲା |
• Municipal commissioner | ଗୁରୁପ୍ରସାଦ ମହାପାତ୍ର |
Area | |
• ମହାନଗର ନିଗମ | 464 km2 (179 sq mi) |
Elevation | 53 m (174 ft) |
Population (2011) | |
• ମହାନଗର ନିଗମ | ୫୫,୭୦,୫୮୫ |
• Density | 22,473/km2 (58,200/sq mi) |
• Metro | ୬୩,୫୨,୨୫୪ |
[1] | |
ଭାଷା | |
• ସରକାରୀ | ଗୁଜରାଟି, ହିନ୍ଦୀ ଇଂରାଜୀ |
Time zone | UTC+5:30 (IST) |
ପିନ କୋଡ଼ | 380 0XX |
Telephone code | 079 |
ଯାନବାହାନ ପଞ୍ଚୀକରଣ | GJ-1 & GJ-27 |
Sex ratio | 1.11[2] ♂/♀ |
ସାକ୍ଷରତା | 86.65%[3] |
Civic agency | Ahmedabad Municipal Corporation |
Source: Census of India |
Close