ଅଶୋକ ପତି
ଭାରତୀୟ ଓଡ଼ିଆ ନିର୍ଦ୍ଦେଶକ ଓ କାହାଣୀକାର / From Wikipedia, the free encyclopedia
ଅଶୋକ ପତି ଭାରତର ଓଡ଼ିଶାରେ ଥିବା ଜଣେ ଜଣାଶୁଣା ନିର୍ଦ୍ଦେଶକ, କାହାଣୀକାର । ଗୋଟିଏ ବଲିଉଡ ଚଳଚ୍ଚିତ୍ରରେ ସହକାରି ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲେଇଛନ୍ତି । [1]
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |