From Wikipedia, the free encyclopedia
ଏହି ଜଗନ୍ନାଥ ମନ୍ଦିର ଓଡ଼ିଶା ରାଜ୍ୟର ବାରିପଦା ନଗରଠାରେ ଅବସ୍ଥିତ ।[1] ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ଏଠାକାର ଆରାଧ୍ୟ ଦେବତା ।ଏହି ମନ୍ଦିରର ନିର୍ମାଣ ପଛରେ ଥିବା ଐତିହାସିକ କିମ୍ବଦନ୍ତୀ ଓ ଏଠାରେ ପାଳିତ ହେଉ ଥିବା ପୁରୀ ପରେ ଦ୍ୱିତୀୟ ପୁରାତନ ରଥ ଯାତ୍ରା ପାଇଁ ଏହି ମନ୍ଦିର ଦ୍ୱିତୀୟ ଶ୍ରୀକ୍ଷେତ୍ର ରୂପେ ପ୍ରସିଦ୍ଧ ଲାଭ କରିଛି
ଜଗନ୍ନାଥ ମନ୍ଦିର, ବାରିପଦା | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
Location | |
ସ୍ଥାନ | ବାରିପଦା,ମୟୂରଭଞ୍ଜ |
State | ଓଡ଼ିଶା |
Country | ଭାରତ |
ଏଠାକାର ପ୍ରମୁଖ ଦେବତା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ । ଏଥି ସହ ଲକ୍ଷ୍ମୀ, ସରସ୍ୱତୀ, ଭୂଦେବୀ, ଶ୍ରୀଦେବୀ, ବିମଳା ଆଦି ମଧ୍ୟ ଏଠାରେ ପୂଜିତ ।
ଏଠାରେ ପୁରୀସ୍ଥିତ ଜଗନ୍ନାଥ ମନ୍ଦିରରେ ପାଳିତ ସମସ୍ତ ପାର୍ବଣ ପାଳିତ ହୋଇଥାଏ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.