ଆଷାଢ଼
From Wikipedia, the free encyclopedia
From Wikipedia, the free encyclopedia
ଆଷାଢ଼ା (ପୂର୍ବାଷାଢ଼ା ବା ଉତ୍ତରାଷାଢ଼ା) ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ମାସକୁ ଆଷାଢ଼ ମାସ କୁହାଯାଏ। ଏହା ଓଡ଼ିଆ ହିନ୍ଦୁମାନଙ୍କର ତୃତୀୟ ଚାନ୍ଦ୍ରମାନ ମାସ। ଏହାର ପୂର୍ବବର୍ତ୍ତୀ ମାସ ଜ୍ୟୈଷ୍ଠ ଓ ପରବର୍ତ୍ତୀ ମାସ ଶ୍ରାବଣ ଅଟେ। ଏଇ ମାସର କୃଷ୍ଣପକ୍ଷ ଓ ପୂର୍ବବର୍ତ୍ତୀ ଦୁଇ ମାସରେ ଗ୍ରୀଷ୍ମ ଋତୁ ହୁଏ। ଏଇ ମାସର ଶୁକ୍ଳପକ୍ଷ ଓ ପରବର୍ତ୍ତୀ ମାସରେ ବର୍ଷା ଋତୁ ହୁଏ।
ଲୋକ ଭାବନ୍ତି ଯେ ଆଷାଢ଼ ହେଉଛି ବର୍ଷା ଋତୁର ମାସ। ହେଲେ କିନ୍ତୁ ଏଇଟା ସତ ନୁହେଁ। ଏହି ମାସର କୃଷ୍ଣପକ୍ଷରେ ଗ୍ରୀଷ୍ମ ଋତୁ ହୁଏ ଏବଂ ଶୁକ୍ଳପକ୍ଷରେ ବର୍ଷା ଋତୁ ହୁଏ।
କାରଣ ଜ୍ୟୈଷ୍ଠ ପୂର୍ଣ୍ଣିମା ଅର୍ଥାତ୍ ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମାଆ ସୁଭଦ୍ରା ଦିବ୍ୟ ସ୍ନାନ କରନ୍ତି ଯାହାଦ୍ୱାରା ତାଙ୍କୁ ଜ୍ବର ହେଇଯାଏ। ସେଇଲାଗି ପ୍ରକୃତି ରାଗିଯାଏ ଆଉ ଗ୍ରୀଷ୍ମ ହୁଏ।
ପୁଣି ଯେବେ ସେ ଆଷାଢ଼ ଅମାବାସ୍ୟାରେ ଆଖି ଖୋଲନ୍ତି ତେବେ ପ୍ରକୃତି ପ୍ରସନ୍ନ ହୁଏ ଓ ବର୍ଷା ଋତୁ ପ୍ରାରମ୍ଭ ହୁଏ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.