ଭାରତୀୟ କ୍ରିକେଟ ଖେଳାଳି From Wikipedia, the free encyclopedia
କୂମର ଲୋକେଶ ରାହୁଲ ( ଜନ୍ମ ୧୮ ଏପ୍ରିଲ ୧୯୯୨) ଜଣେ ଭାରତୀୟ ଅନ୍ତର୍ଜାତିକ କ୍ରିକେଟ ଖେଳାଳି । ସେ ୨୦୧୦ ୧୯ ବର୍ଷରୁ ତଳ ବିଶ୍ୱ କପରେ ଖେଳିଥିଲେ । ୨୦୧୪ -୧୫ରେ ଅନ୍ତର୍ଜାତିକ ଖେଳକୁ ଆସିଥିବା ରାହୁଲ ସମସ୍ତ ୩ ପ୍ରକାର ଫର୍ମାଟରେ ଶତକ କରିଥିବା ଖେଳାଳି । ସେ ଏକଦିବାସୀୟ ଅନ୍ତର୍ଜାତିକ ମେଚରେ ପଦାର୍ପଣରେ ଶତକ ଅର୍ଜନ କରିଥିବା ପ୍ରଥମ ଭାରତୀୟ । T୨୦ରେ ତାଙ୍କର ୪୬ ବଲରେ ୧୦୦ ରନ ବିଶ୍ୱର ଦ୍ୱିତୀୟ ଦ୍ରୁତତମ ଶତକ । ପୁଣି ୱେଷ୍ଟ ଇଣ୍ଡିଜ ବିରୁଦ୍ଧରେ ତାଙ୍କର ୫୧ ବଲରେ ୧୧୦ ଅବିଜିତ ସ୍କୋର ଏକ ମାଇଲ ଷ୍ଟୋନ କୁହାଯାଏ । ୩ଟି ଯାକ ଫର୍ମାଟ ପ୍ରଥମ ଶତକ ସେ କେବଳ ବାଉଣ୍ଡରୀରେ କରିଥିଲେ ।
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | Kannur Lokesh Rahul[1] | |||||||||||||||||||||||||||||||||||||||||||||||||||||||||||||||||
ଜନ୍ମ | Mangalore, Karnataka, India | ୧୭ ଅପ୍ରେଲ ୧୯୯୨|||||||||||||||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | Right-handed | |||||||||||||||||||||||||||||||||||||||||||||||||||||||||||||||||
ଭୂମିକା | Batsman; Occasional wicket-keeper | |||||||||||||||||||||||||||||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଟେଷ୍ଟ (cap 284) | 26 December 2014 v Australia | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଟେଷ୍ଟ | 26 September 2016 v New Zealand | |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଦିନିକିଆ (cap 213) | 11 June 2016 v Zimbabwe | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଦିନିକିଆ | 15 June 2016 v Zimbabwe | |||||||||||||||||||||||||||||||||||||||||||||||||||||||||||||||||
ଦିନିକିଆ ଜାମା ନମ୍ବର | 11 | |||||||||||||||||||||||||||||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
Years | Team | |||||||||||||||||||||||||||||||||||||||||||||||||||||||||||||||||
2010–present | Karnataka | |||||||||||||||||||||||||||||||||||||||||||||||||||||||||||||||||
2013, 2016-present | Royal Challengers Bangalore | |||||||||||||||||||||||||||||||||||||||||||||||||||||||||||||||||
2014–2015 | Sunrisers Hyderabad (squad no. 11) | |||||||||||||||||||||||||||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: Cricinfo, 02 September 2016 |
୨୦୧୦-୧୧ରେ ରାହୁଲ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିଲେ । ଆଇପିଏଲରେ ବାଙ୍ଗାଲୋର ପାଇଁ ୨୦୧୩ରେ ଖେଳିଲେ ।[2] ୨୦୧୪-୧୫ ଦୁଲିପ ଟ୍ରଫିରେ ତାଙ୍କର ୨୩୩ ବଲରେ ୧୮୫ ରନ ଓ ତା ପରେ ୧୫୨ ବଲରେ ୧୩୦ ରନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରଣଜୀ ଟ୍ରଫିରେ ସେ ଉତ୍ତର ପ୍ରଦେଶ ବିପକ୍ଷୀରେ ୪୪୮ ବଲରେ ୩୩୭ ରନ କରିଥିଲେ ।
୨୦୧୪ରେ ଭାରତୀୟ ଜାତୀୟ ଦଳ ପାଇଁ ବଛା ହେଇ ସେ କୃତିର ସହ ଖେଳିଥିଲେ । ପ୍ରଥମେ ଅସଫଳ ହେଇଥିଲେ ଭି ପରେ ୪ ର୍ଥ ଟେଷ୍ଟରେ ୧୧୦ ରନ କରିଥିଲେ । ଶ୍ରୀଲଙ୍କାରେ ସେ ତାଙ୍କର ୨ ୟ ଶତକ କରିଥିଲେ । ସେ ଆହତ ୱିକେଟ କିପର ସାହାଙ୍କ ସ୍ଥାନରେ ୱିକେଟ କିପିଙ୍ଗ ମଧ୍ୟ କରିଥିଲେ।[3] ଜିମ୍ବାବ୍ୱେ ଗସ୍ତରେ ଯାଇ ସେ ତାଙ୍କର ପ୍ରଥମ ଏକଦିବାସୀୟ ଶତକ କରିଥିଲେ ।[4]
ରାହୁଲ ୨୦୧୬ ଭାରତୀୟ ଦଳର ୱେଷ୍ଟ ଇଣ୍ଡିଜ ଗସ୍ତ ପାଇଁ ଯାଇ ୨ ୟ ଟେଷ୍ଟରେ ୧୫୮ ରନ କରିଥିଲେ । ସେ ।ଓପନର ହିସାବରେ ଏହା ସ୍କୋର କରି ପ୍ରଥମ ଭାରତୀୟ ଭ୍ୟାବେ ପଦାର୍ପଣ ମେଚରେ ୱେଷ୍ଟ ଇଣ୍ଡିଜ ସହ ଶତକ କରିବାରେ ପ୍ରଥମ ଭାରତୀୟ ହେଲେ ।[5]ତତ୍ ପରେ ସେ ଆମେରିକାରେ ପ୍ରଥମ T୨୦ ମେଚରେ ଶତକ ହାସଲ କଲେ ମଧ୍ୟ ଭରତ ମେଚ ହଋ ଯାଇଥିଲା
ଆଇପିଏଲରେ ରାହୁଲ ବାଙ୍ଗାଲୋର ଦଳ ପାଇଁ ୨୦୧୪ରୁ ଖେଳୁଥିଲେ । ତାହା ପରେ ସେ ହୟଦ୍ରାବାଦ ଦଳକୁ ଯାଇ ପୁଣି ୨୦୧୬ରେ ପ୍ରତ୍ୟାବର୍ତନ କରିଥିଲେ ।
୧୮ ଏପ୍ରିଲ ୧୯୯୨ରେ ଜନ୍ମିତ ରାହୁଲଙ୍କ ପିତା ଡାଃ ଲୋକେଶ ଜଣେ ଇଂଜିନିଯରିଂ ପ୍ରଫେସର ଓ ମାଁ ଜଣେ ଇତିହାସ ପ୍ରଫେସର । [6][7]
ରାହୁଲଙ୍କ ପିତା ସୁନୀଲ ଗାଭାସ୍କରଙ୍କ ଜଣେ ବଡ଼ ପ୍ରଶଂଶକ ଥିଲେ । ସେ ତାଙ୍କ ପୁତ୍ରଙ୍କ ନାମକୁ ରୋଶନ ସ୍ଥାନରେ ରାହୁଲ ଭାବି ରାହୁଲ ଦେଇଥିଲେ ।[8][7] ରାହୁଲଙ୍କ ପିତାଙ୍କ କହିବା ହିସାବରେ ରାହୁଲ ୧୧ ବର୍ଷ ବୟସରେ କ୍ରିକେଟ ଖେଳିବା ଆରଭ କରିଥିଲେ ।|website=Rediff|access-date=2016-05-10}}</ref> Rahul's father said in an interview that Rahul started playing cricket at the age of 11.[6]
KL Rahul's Test centuries | ||||||||
---|---|---|---|---|---|---|---|---|
S.No. | Runs | Match | Against | City/Country | Venue | Year | Result | |
1 | 110 | 2 | AustraliaAustralia | Sydney, Australia | Sydney Cricket Ground | 2015 | Drawn | |
2 | 108 | 4 | Sri LankaSri Lanka | Colombo, Sri Lanka | Paikiasothy Saravanamuttu Stadium | 2015 | Won | |
3 | 158 | 6 | West IndiesWest Indies | Kingston, Jamaica | Sabina Park | 2016 | Drawn |
KL Rahul's Twenty20 International centuries | ||||||||
---|---|---|---|---|---|---|---|---|
S.no | Runs | Match | Against | City/Country | Venue | Year | Results | |
1 | 110* | 4 | West IndiesWest Indies | Lauderhill, America | Central Broward Regional Park | 2016 | Lost |
No. | Opponent | Series | Match Performance | Result |
---|---|---|---|---|
1 | Sri LankaSri Lanka | 2nd Test – India in Sri Lanka in 2015 | 1st innings: 108 (190 balls, 13×4, 1x6); 1 ct. 2nd innings: 2 (3 balls) ; 1 ct. |
IndiaIndia won by 278 runs. |
No. | Opponent | Series | Season | Match Performance | Result |
---|---|---|---|---|---|
1 | ZimbabweZimbabwe | Killer Cup - Indian cricket team in Zimbabwe ODI Series | 2016 | 196 (3 Matches, 1×100, 1×50); 3 Ct. | IndiaIndia won the Series by 3-0. |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.