ଏକ ଔଷଧ ଯାହା ପରକ୍ୟୁଟାନିଅସ କରୋନାରୀ ଆଞ୍ଜିଓପ୍ଲାଷ୍ଟି ( PCI) କରାଯାଉଥିବା ସମୟରେ ପ୍ଲାଟେଲେଟ ଏକତ୍ରିକରଣକୁ ବା From Wikipedia, the free encyclopedia
ଆବସିକ୍ସିମାବ, ଏକ ବେପାର ନାମ ରିଓପ୍ରୋ, ଏକ ଔଷଧ ଯାହା ପରକ୍ୟୁଟାନିଅସ କରୋନାରୀ ଆଞ୍ଜିଓପ୍ଲାଷ୍ଟି ( PCI) କରାଯାଉଥିବା ସମୟରେ ପ୍ଲାଟେଲେଟ ଏକତ୍ରିକରଣକୁ ବାଧା ଦେବାକୁ ବ୍ୟବହୃତ ହୁଏ । [3] ଏହା ଏକ ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । [4] ପୂର୍ଣ୍ଣ ପ୍ରଭାବ ୧୦ ମିନିଟ୍ ମଧ୍ୟରେ ଆରମ୍ଭ ହୋଇ ୪୮ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ । [4]
Monoclonal antibody | |
---|---|
Type | Fab fragment |
Source | Chimeric (mouse/human) |
Target | CD41 7E3 |
Clinical data | |
Trade names | Reopro |
Synonyms | Abcixifiban,[1] c7E3 Fab |
AHFS/Drugs.com | monograph |
data |
|
Pregnancy category |
|
Routes of administration | Intravenous (IV) |
ATC code |
|
Legal status | |
Legal status |
|
Identifiers | |
CAS Number | |
DrugBank | |
ChemSpider |
|
UNII | |
KEGG | |
ChEMBL | |
Chemical and physical data | |
Formula | C2101H3229N551O673S15 |
Molar mass | ୪୭,୪୫୬.୦୩ g·mol−1 |
(what is this?) (verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ, ନିମ୍ନ ରକ୍ତଚାପ, ବାନ୍ତି, ମୁଣ୍ଡବିନ୍ଧା ଏବଂ ପ୍ରାନ୍ତୀୟ ଫୁଲା ହୋଇପାରେ । ଅ[3] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍ସିସ୍ ଏବଂ କମ୍ ପ୍ଲାଲେଟ୍ ରହିପାରେ । [4] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ | [4] ଏହା ଏକ ଗ୍ଲାଇକୋପ୍ରୋଟିନ୍_ IIb / IIIa ଇନହିବିଟର ଯାହା ପ୍ଲାଟେଲେଟମାନଙ୍କୁ ଏକତ୍ର ହେବାକୁ ବାଧା ଦେଇଥାଏ । [4]
୧୯୮୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ Abciximabକୁ ଅନୁମୋଦନ କରାଯାଇଥିଲା ।[3] ସେଠାରେ ଏହାର ୧୦ ମିଗ୍ରାର ମୂଲ୍ୟ ୨୦୨୨ ମସିହାରେ ୧୩୦୦ ଡଲାର ଥିଲା । [5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.