୫ ସେପ୍ଟେମ୍ବର

ତାରିଖ From Wikipedia, the free encyclopedia

ଗ୍ରେଗୋରୀ ପାଞ୍ଜି ଅନୁସାରେ ୫ ସେପ୍ଟେମ୍ବର ବର୍ଷର ୨୪୮ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୪୯ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୧୭ ଦିନ ବାକି ଅଛି ।

୧୦୧୧୧୨୧୩
୧୪୧୫୧୬୧୭୧୮୧୯୨୦
୨୧୨୨୨୩୨୪୨୫୨୬୨୭
୨୮୨୯୩୦
  ୨୦୨୪ (ଗୁରୁବାର)
  ୨୦୨୩ (ମଙ୍ଗଳବାର)
  ୨୦୨୨ (ସୋମବାର)
  ୨୦୨୧ (ରବିବାର)
  ୨୦୨୦ (ଶନିବାର)
  ୨୦୧୯ (ଗୁରୁବାର)
  ୨୦୧୮ (ବୁଧବାର)
  ୨୦୧୭ (ମଙ୍ଗଳବାର)
  ୨୦୧୬ (ସୋମବାର)
  ୨୦୧୫ (ଶନିବାର)

ଘଟଣାବଳୀ

[]

  • ୧୮୩୯: ଚୀନ ବିରୁଦ୍ଧରେ ବ୍ରିଟେନ ଯୁଦ୍ଧ ଘୋଷଣା କରିଥିଲା ।
  • ୧୮୮୭: ଇଂଲଣ୍ଡ ଥିଏଟର୍‌ ଅଗ୍ନିକାଣ୍ଡରେ ୧୮୬ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।
  • ୧୯୪୪: ବେଲଜିଅମ-ନେଦରଲ୍ୟାଣ୍ଡ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
  • ୧୯୭୭: ଭଏଜର୍ ୧ (Voyager 1) ମହାକାଶଯାନର ଉତ୍‌କ୍ଷେପଣ ହୋଇଥିଲା ।
  • ୧୯୯୧: ନେଲସନ ମଣ୍ଡେଲା ଆଫ୍ରିକୀୟ ଜାତୀୟ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
  • ୨୦୧୪: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ବେକ୍ଷଣ ଅନୁସାରେ ଇବୋଲା ଭୂତାଣୁ ରୋଗରେ ଆକ୍ରାନ୍ତ ହୋଇ ୧,୯୦୦ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ ।

ଜନ୍ମ

Thumb
ଡା. ସର୍ବପଲ୍ଲୀ ରାଧାକୃଷ୍ଣନ

ଦେହାନ୍ତ

ପର୍ବପର୍ବାଣି

ଏହାଛଡ଼ା ପ୍ରତି ବର୍ଷ ଏହି ତାରିଖରେ ସମ୍ପୂର୍ଣ୍ଣ ଭାରତରେ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନ‌କୁ ଗୁରୁଦିବସ ଭାବେ ପାଳନ କରାଯାଏ ।

ଆଧାର

ବାହାର ଲିଙ୍କ

Loading related searches...

Wikiwand - on

Seamless Wikipedia browsing. On steroids.