ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

From Wikipedia, the free encyclopedia

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

୧୯୪୮ ମସିହା ଏପ୍ରିଲ ୭ ତାରିଖରେ ଜାତିସଂଘ ପକ୍ଷରୁ ପ୍ରତିଷ୍ଠା ହେଇଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)। []ବିଶ୍ୱରେ ସ୍ୱାଥ୍ୟ ସେବା ସମ୍ପର୍କିତ ବିବରଣୀ ସଂଗ୍ରହ କରିବା ଏବଂ ଏହାର ମୁକାବିଲା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଥିଲା ଏହି ସଂଗଠନର ଉଦ୍ଦେଶ୍ୟ ।ଏହାର ମୂଖ୍ୟାଳୟ ସୁଇଜରଲାଣ୍ଡର ଜେନେଭାଠାରେ ପ୍ରତିଷ୍ଠା ହେଇଥିଲା ।ଅବଶ୍ୟ ଏହା ପୂର୍ବରୁ ସଂଗଠନ ପ୍ରତିଷ୍ଠା ଲାଗି ୧୯୪୬ ଜୁଲାଇ ୨୨ରେ ଜାତିସଂଘର ୬୧ଟି ସଦସ୍ୟ ରାଷ୍ଟ୍ର ଏକ ରାଜିନାମା ସ୍ୱାକ୍ଷର କରିଥିଲେ ।ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଥମ ବୈଠକ ୧୯୪୮ ଜୁଲାଇ ୨୪ରେ ଶେଷ ହେଇଥିଲା ।ପ୍ରତିଷ୍ଠା ହେବା ଦିନରୁ ସଂଗଠନ ବିଶ୍ୱରୁ ବସନ୍ତରୋଗ ସମ୍ପୁର୍ଣ୍ଣ ଭାବେ ଲୋପ କରିବା ଲାଗି ଉଦ୍ୟମ ଆରମ୍ଭ କରିଥିଲା ଏବଂ ଏଦିଗରେ ସଫଳ ମଧ୍ୟ ହେଇଥିଲା ।[]

Quick Facts ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନمنظمة الصحة العالمية 世界卫生组织 Organisation mondiale de la santé Всемирная организация здравоохранения Organización Mundial de la Salud, ସଙ୍ଗଠନ ...

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
منظمة الصحة العالمية
世界卫生组织
Organisation mondiale de la santé
Всемирная организация здравоохранения
Organización Mundial de la Salud
Thumb
Flag of the World Health Organization
ସଙ୍ଗଠନSpecialized agency of the United Nations
AcronymsWHO
OMS
ମୂଖ୍ୟDr. Margaret Chan
ସ୍ଥିତିସକ୍ରିୟ
ପ୍ରତିଷ୍ଠା୭ ଏପ୍ରିଲ ୧୯୪୮
ମୂଖ୍ୟ କାର୍ଯ୍ୟାଳୟGeneva, Switzerland
ୱେବସାଇଟwww.who.int
Parent orgECOSOC
Close

ଆଧାର

ବାହାର ତଥ୍ୟ

Loading related searches...

Wikiwand - on

Seamless Wikipedia browsing. On steroids.