ତୋ ପାଇଁ ନେବି ମୁଁ ଶହେ ଜନମ
୨୦୦୭ର ଓଡ଼ିଆ କଥାଚିତ୍ର From Wikipedia, the free encyclopedia
୨୦୦୭ର ଓଡ଼ିଆ କଥାଚିତ୍ର From Wikipedia, the free encyclopedia
ତୋ ପାଇଁ ନେବି ମୁଁ ଶହେ ଜନମ, ୨୦୦୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଜିତ ମିଶ୍ର ଓ ସୋମ୍ୟରଞ୍ଜନ ପଟ୍ଟନାୟକ । ସୋମ୍ୟରଞ୍ଜନ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]
ତୋ ପାଇଁ ନେବି ମୁଁ ଶହେ ଜନମ | |
---|---|
ନିର୍ଦ୍ଦେଶକ | ସଞ୍ଜୟ ନାୟକ |
ପ୍ରଯୋଜକ | ଅଜିତ ମିଶ୍ର ସୌମ୍ୟ ରଞ୍ଜନ ପଟ୍ଟନାୟକ |
ଚିତ୍ରନାଟ୍ୟ | ସଞ୍ଜୟ ନାୟକ |
କାହାଣୀ | ସୌମ୍ୟ ରଞ୍ଜନ ପଟ୍ଟନାୟକ |
କଳାକାର | ଅରିନ୍ଦମ ରାୟ ଅର୍ଚ୍ଚିତା ସାହୁ ଜୀନା ସାମଲ ବିଜୟ ମହାନ୍ତି ଅପରାଜିତା ମହାନ୍ତି ରାଇମୋହନ ପରିଡ଼ା କୁନା ତ୍ରିପାଠୀ ବିରେନ ମିଶ୍ର |
ସଙ୍ଗୀତ | ମଳୟ ମିଶ୍ର |
ସମ୍ପାଦକ | ରବି ଶଙ୍କର ପଟ୍ଟନାୟକ |
ମୁକ୍ତିଲାଭ ତାରିଖ | ୨୦୦୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ ଏବଂ ଅର୍ଚ୍ଚିତା ସାହୁ ।[୨] ଜୀନା ସାମଲ, ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ପ୍ରିୟଙ୍କା ମହାପାତ୍ର, ରାଇମୋହନ ପରିଡ଼ା, କୁନା ତ୍ରିପାଠୀ, ଜୟୀରାମ ସାମଲ, ଚକ୍ରଧର ଜେନା, ଅନିତା ଦାସ, ସୋମ୍ୟରଞ୍ଜନ ପଟ୍ଟନାୟକ, ବିରେନ ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର ।[୧] ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ, ଗୁରୁ ଶତପଥୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ଗୀତ ଗୁଡ଼ିକ ରଚନା କରିଥିଲେ । ଶ୍ରୀଚରଣ ମହାନ୍ତି, ବିଭୁ କିଶୋର, ଇରା ମହାନ୍ତି, ସ୍ୱୟାଂଶ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
କ୍ରମ | ଗୀତ | ସମୟ |
---|---|---|
1. | "ବାଟ ଚାଲୁ ଚାଲୁ" | |
2. | "ବଉଦ ଫେରି ଯାଏ" | |
3. | "ଛୋଟ ପିଲା ଭାବି" | |
4. | "କହିଲା କହିଲା" | |
5. | "ମତେ ଛାଡ଼ି" | |
6. | "ମୋ ଯବାନୀ" | |
7. | "ସାଥିରେ" | |
8. | "ସାଥିରେ ସାଥିରେ" |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.