![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/7/74/Arfwedson_Johan_A.jpg/640px-Arfwedson_Johan_A.jpg&w=640&q=50)
ଜୋହାନ୍ ଅଗଷ୍ଟସ ଆର୍ଫୱେଡ଼ସନ୍
From Wikipedia, the free encyclopedia
ଜୋହାନ୍ ଅଗଷ୍ଟସ ଆର୍ଫୱେଡ଼ସନ୍ (English: Johan August Arfwedson; ୧୨ ଜାନୁଆରୀ ୧୭୯୨ – ୨୮ ଅକ୍ଟୋବର ୧୮୪୧) ଜଣେ ସ୍ୱୀଡୀୟ ରସାୟନବିତ୍ ଥିଲେ । ସେ ୧୮୧୭ ମସିହାରେ ଲିଥିଅମ ନାମକ ରାସାୟନିକ ମୌଳିକକୁ ଆବିଷ୍କାର କରିବାସହ ଏହା ଏକ ପୃଥକ୍ ଲବଣ ବୋଲି ଦର୍ଶାଇଥିଲେ ।