![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/e/e5/Great_coat_of_arms_of_Sweden.svg/langor-640px-Great_coat_of_arms_of_Sweden.svg.png&w=640&q=50)
ସ୍ୱିଡେନ
From Wikipedia, the free encyclopedia
ସ୍ୱିଡେନ ଉତ୍ତର ଇଉରୋପରେ ଥିବା ଏକ ଦେଶ। ସରକାରୀ ଭାବରେ ଏହା ଏକ ରାଜତନ୍ତ୍ର | ଏହାର ପଶ୍ଚିମ ପଟକୁ ନରୱେ ତଥା ପୂର୍ବ ପଟକୁ ଫିନ୍ଲ୍ୟାଣ୍ଡ ଦେଶ ଅବସ୍ଥିତ ଅଟଂତି । ଦକ୍ଷିଣ ଦିଗରେ ଡେନ୍ମାର୍କ ଦେଶ ଅଛି । ଜାନୁୟାରୀ ୨୦୧୬ ତଥ୍ୟ ଅନୁଯାୟୀ ଏହାର ଜନସଂଖ୍ୟା ହେଉଛି ୯.୯ ନିୟୁତ ବା ୯୯ ଲକ୍ଷ [1] । ସ୍ଟକହୋମ୍ ଏହାର ରାଜଧାନୀ ।
![Thumb image](http://upload.wikimedia.org/wikipedia/commons/thumb/e/e5/Great_coat_of_arms_of_Sweden.svg/640px-Great_coat_of_arms_of_Sweden.svg.png)
![Thumb image](http://upload.wikimedia.org/wikipedia/commons/thumb/4/4c/Flag_of_Sweden.svg/640px-Flag_of_Sweden.svg.png)
![Thumb image](http://upload.wikimedia.org/wikipedia/commons/thumb/0/06/EU-Sweden.svg/640px-EU-Sweden.svg.png)