ବିରିୟାନୀ
ଖାଦ୍ୟ / From Wikipedia, the free encyclopedia
ବିରିୟାନୀ ଚାଉଳ ଓ ବିଭିନ୍ନ ପ୍ରକାର ପରିବାର ମିଶ୍ରଣରେ ତିଆରି କରାଯାଉଥିବା ଏକ ଖାଦ୍ୟ । ଭାରତୀୟ ଉପମହାଦେଶ ହେଉଛି ଏହି ଖାଦ୍ୟର ଉତ୍ପତ୍ତି ସ୍ଥଳ ।[1][2][3][4] ଭାରତୀୟ ଉପମହାଦେଶରେ ଏହା ଏକ ଲୋକପ୍ରିୟ ଖାଦ୍ୟ । ଏଥିରେ ମୁଖ୍ୟତଃ ଚାଉଳ, ମସୁର, ମସଲା, ମାଂସ ଓ ପରିବା ଇତ୍ୟାଦି ବ୍ୟବହୃତ ହୋଇଥାଏ ।
Quick Facts ଅନ୍ୟ ନାମ, ପରଷା ...
ଅନ୍ୟ ନାମ | ବିରିଆନୀ, ବିର୍ୟାନୀ, ବୁରିୟାନୀ, ବ୍ରେୟାନୀ, ବ୍ରିଆନୀ |
---|---|
ପରଷା | ମୁଖ୍ୟ ଖାଦ୍ୟ |
ମୂଳ ସ୍ଥାନ | ଦକ୍ଷିଣ ଏସିଆ |
ମୁଖ୍ୟ ଉପାଦାନ | ଚାଉଳ, ଭାରତୀୟ ମସଲା, ପରିବା, ମାଂସ କିମ୍ବା ଅଣ୍ଡା), ଦହି, ଅନ୍ୟାନ୍ୟ ଇଚ୍ଛାଧୀନ ଉପକରଣ (ଯଥା କାଜୁ, ପେସ୍ତା ବାଦାମ ଇତ୍ୟାଦି) |
ପ୍ରକାର ଭେଦ | ଅନେକ |
ଖାଦ୍ୟରୁ ଶକ୍ତି (per ବଢ଼ା) | ଭିନ୍ନ ଭିନ୍ନ ପ୍ରକାରକୁ ନେଇ କ୍ୟାଲୋରି ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । କିଲୋ କ୍ୟାଲୋରୀ |
|
Close