![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/5/5d/Yonex_IFB_2013_-_Eightfinal_-_Boonsak_Ponsana_%25E2%2580%2594_K._Srikanth_01.jpg/640px-Yonex_IFB_2013_-_Eightfinal_-_Boonsak_Ponsana_%25E2%2580%2594_K._Srikanth_01.jpg&w=640&q=50)
ଶ୍ରୀକାନ୍ତ କିଡାମ୍ବୀ
From Wikipedia, the free encyclopedia
ଶ୍ରୀକାନ୍ତ କିଡାମ୍ବୀ ଜଣେ ଭାରତୀୟ ବ୍ଯାଡମିନ୍ଟନ ଖେଳାଳି। ମାର୍ଚ ୧୬ ,୨୦୧୭ ସୁଦ୍ଧା ତାଙ୍କର ବିଶ୍ୱମାନ୍ୟତା ୩୧। ସେ ୨୦୧୪ ଚାଇନା ଓପନ ସୁପର ସିରିଜ ଜିତିଥିଲେ ଲୀନ ଡାନଙ୍କୁ ୨୧-୧୯ ୨୧-୧୭ରେ ହରାଇ । ସେ ପ୍ରଥମ ଭାରତୀୟ ଭାବେ ପୁରୁଷ ପ୍ରିମିୟର ସୁପର ସିରିଜ ଜିତିଥିଲେ।ସେ ଗୋପିଚାନ୍ଦ ବ୍ଯାଡମିନ୍ଟନ ଅକାଡେମି ହାଇଦରାବାଦରେ ପ୍ରଶିକ୍ଷୀତ । ଏବଂ ଗୋସ୍ପୋର୍ଟ୍ସ ଫାଉନ୍ଡେଶନ ବାଙ୍ଗାଲୋର ତାଙ୍କୁ ସହାୟତା କରେ। ଲି ନିଙ୍ଗ ତାଙ୍କୁ ସ୍ପୋନ୍ସର କରୁଛି।
Quick Facts Srikanth Kidambi, ବ୍ୟକ୍ତିଗତ ତଥ୍ୟ ...
Srikanth Kidambi | |||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
![]() Kidambi at the 2013 French Super Series | |||||||||||||||||||||||||||||||||||||||
ବ୍ୟକ୍ତିଗତ ତଥ୍ୟ | |||||||||||||||||||||||||||||||||||||||
ଜନ୍ମ ନାମ | Srikanth Nammalwar Kidambi | ||||||||||||||||||||||||||||||||||||||
ଜନ୍ମ | (1993-02-07) ୭ ଫେବୃଆରୀ ୧୯୯୩ (ବୟସ ୩୧) Guntur, Andhra Pradesh | ||||||||||||||||||||||||||||||||||||||
ବାସସ୍ଥାନ | Hyderabad, India | ||||||||||||||||||||||||||||||||||||||
ଉଚ୍ଚତା | ୧.୭୮ m (୫ ft 10 in) | ||||||||||||||||||||||||||||||||||||||
ଦେଶ | ![]() | ||||||||||||||||||||||||||||||||||||||
କେଉଁ ହାତ ବ୍ୟବହାର କରନ୍ତି | right | ||||||||||||||||||||||||||||||||||||||
Men's Singles | |||||||||||||||||||||||||||||||||||||||
ସର୍ବୋଚ୍ଚ ରାଙ୍କ | 3 (4 June 2015) | ||||||||||||||||||||||||||||||||||||||
ବର୍ତ୍ତମାନ ରାଙ୍କ | 30 (23 March 2017) | ||||||||||||||||||||||||||||||||||||||
Title(s) | 7 | ||||||||||||||||||||||||||||||||||||||
Medal record
| |||||||||||||||||||||||||||||||||||||||
BWF Profile |
Close