ଶକୁନି (ମହାଭାରତ)
ମହାଭାରତ ରେ ଜଣେ ବିରୋଧୀ / From Wikipedia, the free encyclopedia
ଶକୁନି (ସଂସ୍କୃତ: शकुनि) ବା ଗାନ୍ଧାର ନରେଶ (ସଂସ୍କୃତ: गान्धारराज, ଗାନ୍ଧାରାର ରାଜା) ହିନ୍ଦୁ ମହାକାବ୍ୟ ମହାଭାରତର ଏକ ପ୍ରମୁଖ ଚରିତ୍ର । ଗାନ୍ଧର ରାଜ୍ୟର ଏହି ରାଜକୁମାର, ପରେ ପିତାଙ୍କ ମୃତ୍ୟୁ ପରେ ସେ ଗନ୍ଧାର ରାଜ୍ୟର ରାଜା ହୋଇଥିଲେ । ମହାଭାରତର ମୁଖ୍ୟ ଖଳନାୟକ ଭାବେ ତାଙ୍କୁ ଚିତ୍ରଣ କରାଯାଇଛି ।[1] ସେ ଥିଲେ ଗାନ୍ଧାରୀଙ୍କ ଭାଇ ତଥା ଏବଂ ଦୁର୍ଯ୍ୟୋଧନଙ୍କ ମାମୁଁ ।