ମୁକ୍ତି (କଥାଚିତ୍ର)
୧୯୭୭ର ଓଡ଼ିଆ କଥାଚିତ୍ର / From Wikipedia, the free encyclopedia
ମୁକ୍ତି, ୧୯୭୭ ମସିହାରେ ନିର୍ମିତ ଏକ ଓଡ଼ିଆ କଥାଚିତ୍ର । ଏହା ବ୍ୟୋମକେଶ ତ୍ରିପାଠୀଙ୍କ ନିର୍ଦ୍ଦେଶନାରେ, ମମତା ପ୍ରଡ଼କ୍ସନର ମୁକ୍ତିଲାଭ କରିଥିଲା ।
Quick Facts ମୁକ୍ତି, ନିର୍ଦ୍ଦେଶକ ...
ମୁକ୍ତି | |
---|---|
ନିର୍ଦ୍ଦେଶକ | ବ୍ୟୋମକେଶ ତ୍ରିପାଠୀ |
ଚିତ୍ରନାଟ୍ୟ | ବ୍ୟୋମକେଶ ତ୍ରିପାଠୀ |
କାହାଣୀ | ରତ୍ନ ଦୀପ |
କଳାକାର | ସୁଜାତା ଆନନ୍ଦ, ଅନିତା ଦାସ, ଦୁର୍ଲ୍ଲଭ |
ସଙ୍ଗୀତ | ପ୍ରଫୁଲ୍ଲ କର |
ମୁକ୍ତିଲାଭ ତାରିଖ | ଅପ୍ରେଲ ୧୯୭୭ |
କଥାଚିତ୍ରର ସମୟ | ୧୫୪ ମିନଟ |
ଦେଶ | ![]() |
ଭାଷା | ଓଡ଼ିଆ |
ଖର୍ଚ୍ଚ | ![]() |
Close