ଭାରତୀୟ ମୁଦ୍ରା
ଭାରତର ମୁଦ୍ରା / From Wikipedia, the free encyclopedia
ଭାରତୀୟ ମୁଦ୍ରା ବା ଟଙ୍କା ଭାରତ, ନେପାଳ ଓ ଭୁଟାନରେ ବ୍ୟବହୃତ ହେଇଥାଏ । ଏହା ଭାରତୀୟ ରିଜର୍ଭ ବ୍ୟାଙ୍କଦ୍ୱାରା ଅନୁମୋଦିତ ହୋଇଥାଏ ।
ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ଭାରତରେ ମୁଦ୍ରାର ବ୍ୟବହାର ଆରମ୍ଭ ହେଇଥିଲା । ପ୍ରଥମେ ମୁଦ୍ରା ପ୍ରଚଳନ କରିଥିବା ଦେଶମାନଙ୍କ ଭିତରୁ ଅନ୍ୟତମ ।[1] [2]
- ଦୁଇ ହଜାର ଟଙ୍କା (୨୦୦୦ ଟଙ୍କା)
- ପାଞ୍ଚ ଶତ ଟଙ୍କା (୫୦୦ ଟଙ୍କା)
- ଏକ ଶତ ଟଙ୍କା (୧୦୦ ଟଙ୍କା)
- ପଚାଶ ଟଙ୍କା (୫୦ ଟଙ୍କା)
- କୋଡ଼ିଏ ଟଙ୍କା (୨୦ ଟଙ୍କା)
- ଦଶ ଟଙ୍କା (୧୦ ଟଙ୍କା)
- ପାଞ୍ଚ ଟଙ୍କା (୫ ଟଙ୍କା)
- ଏକ ଟଙ୍କା (୧ ଟଙ୍କା)