ଭାରତୀୟ ରିଜର୍ଭ ବ୍ୟାଙ୍କ
From Wikipedia, the free encyclopedia
ଏହା ଭାରତ ସରକାରଙ୍କର ସର୍ବୋଚ୍ଚ ଅର୍ଥନୈତିକ ନିୟନ୍ତ୍ରଣକାରୀ ସଂସ୍ଥା ଅଟେ । ଭାରତରେ ଅର୍ଥନୈତିକ ଉନ୍ନତି, ସୁଧାର ଓ ସୁରୁଖୁରୁରେ ଚାଲିବା ପାଇଁ ଏହା ବିଭିନ୍ନ ନିୟମ ପ୍ରଣୟନ କରେ । ଏହା ନିଜ ଅଧୀନରେ ଥିବା ବିଭିନ୍ନ ମୁଦ୍ରଣ ସଂସ୍ଥା ସାହାଯ୍ୟରେ ଆବଶ୍ୟକ ଅନୁଯାୟୀ ନୂଆ ମୁଦ୍ରା ଛପାଇ ବଜାରକୁ ଛାଡିଥାଏ । ଏହା ଦେଶରେ ଥିବା ସମସ୍ତ ସରକାରୀ, ବେସରକାରୀ ଓ ଅନ୍ତର୍ଜାତୀୟ ବ୍ୟାଙ୍କମାନଙ୍କ ପାଇଁ ନିୟମ ପ୍ରଣୟନ କରିଥାଏ ।
Quick Facts Headquarters, Coordinates ...
Headquarters | ଶହୀଦ ଭଗତ ସିଂହ ମାର୍ଗ ମୁମ୍ବାଇ, ମହାରାଷ୍ଟ୍ର |
---|---|
Coordinates | 18.932679°N 72.836933°E / 18.932679; 72.836933 |
Established | ଅପ୍ରେଲ 1, 1935 (89 years ago) (1935-୦୪-01) |
ଗଭର୍ଣ୍ଣର | ରଘୁରାମ ରାଜନ |
Currency | ଭାରତୀୟ ମୁଦ୍ରା |
Reserves | US$311.86 billion [1] |
Bank rate | 9.00% [2] |
Interest on reserves | 4.00%(market determined)[3] |
Website | www.rbi.org.in/ |
Close