ଭାରତୀୟ ମହିଳା ଜାତୀୟ ହକି ଦଳ
From Wikipedia, the free encyclopedia
ଭାରତୀୟ ମହିଳା ଜାତୀୟ ଫିଲ୍ଡ ହକି ଦଳ ଅନ୍ତର୍ଜାତୀୟ ଫିଲ୍ଡ ହକିରେ ଭାରତକୁ ପ୍ରତିନିଧିତ୍ୱ କରେ ଏବଂ ହକି ଇଣ୍ଡିଆଦ୍ୱାରା ପରିଚାଳିତ ହୁଏ ।ବର୍ତ୍ତମାନ ଏଫ୍ ଆଇଏଚ୍ ବିଶ୍ୱ ମାନ୍ୟତାରେ ଷଷ୍ଠ ସ୍ଥାନରେ ଥିବା ବେଳେ ଏସିଆର ଶ୍ରେଷ୍ଠ ଦଳ ଭାବେ ମାନ୍ୟତା ପାଇଛି। ସେମାନେ ୨୦୦୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ୧୯୮୨ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେମାନେ ଦୁଇ ଥର ଅର୍ଥାତ୍ ୨୦୦୪ ଓ ୨୦୧୭ରେ ମହିଳା ଏସିଆ କପ୍ ଜିତିଛନ୍ତି। ୨୦୧୬ରେ ଏସୀୟ ଚାମ୍ପିୟନ୍ସ ଟ୍ରଫି ମଧ୍ୟ ଜିତିଥିଲା।
Quick Facts India, Nickname ...
India | |||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
Nickname | Women in Blue, Nabhvarna | ||||||||||||||||||||||||||||||||
Association |
| ||||||||||||||||||||||||||||||||
Confederation | AHF (Asia) | ||||||||||||||||||||||||||||||||
Coach | Janneke Schopman | ||||||||||||||||||||||||||||||||
Assistant coach | Soundarya Yendala | ||||||||||||||||||||||||||||||||
Manager | Ankita Billava Suresh Tushar Khandekar | ||||||||||||||||||||||||||||||||
Captain | Savita Punia | ||||||||||||||||||||||||||||||||
Most caps | Vandana Katariya (276) | ||||||||||||||||||||||||||||||||
Top scorer | Rani Rampal (120) | ||||||||||||||||||||||||||||||||
FIH ranking | ଛାଞ୍ଚ:FIH Women's World Rankings | ||||||||||||||||||||||||||||||||
|
Close