ନୂଆ ଦିଲ୍ଲୀ
ଭାରତର ରାଜଧାନୀ ଏବଂ ଦିଲ୍ଲୀର ଜିଲ୍ଲା From Wikipedia, the free encyclopedia
ଭାରତର ରାଜଧାନୀ ଏବଂ ଦିଲ୍ଲୀର ଜିଲ୍ଲା From Wikipedia, the free encyclopedia
ନୂଆ ଦିଲ୍ଲୀ ହେଉଛି ଭାରତର ରାଜଧାନୀ ଓ ବୃହତ୍ତମ ମହାନଗର । ୧୯୩୧ ଫେବୃଆରୀ ୧୩ରେ ନୂଆଦିଲ୍ଲୀ ଭାରତର ରାଜଧାନୀ ଭାବେ ଆତ୍ମପରିପ୍ରକାଶ କରିଥିଲା ।୧୯୧୧ ଡିସେମ୍ବର ୧୫ରେ ନୂଆ ରାଜଧାନୀର ଶିଳାନ୍ୟାସ ହୋଇଥିଲା । [1] ବିଂଶ ଶତାବ୍ଦୀର ଦୁଇ ବ୍ରିଟିଶ ସ୍ଥପତି ସାର୍ ହର୍ବର୍ଟ ବ୍ରେକର ଏହାର ମୂଳଦୂଆ ପ୍ରତିଷ୍ଠା କରିଥିଲେ । ୧୯୨୭ରେ ଏହାର ନାମ ନୂଆଦିଲ୍ଲୀ ରଖାଯାଇଥିଲା । ତତକାଳୀନ ବ୍ରିଟିଶ ଇଣ୍ଡିଆର ଭାଇସରୟ ଲର୍ଡ ଇରୱ୍ଇନ ନୂଆ ରାଜଧାନୀର ଶୁଭ ଉଦଘାଟନ କରିଥିଲେ ।[2]
ଭାରତର ରାଜଧାନୀ ନୂଆଦିଲ୍ଲୀ | |||||||||
— ରାଜଧାନୀ — | |||||||||
ଭାରତରେ ଦିଲ୍ଲୀର ଅବସ୍ଥାନ | |||||||||
ଦିଗବାରେଣି | 28°36′36″N 77°13′48″E | ||||||||
ଦେଶ | ଭାରତ | ||||||||
ରାଜ୍ୟ | ଦିଲ୍ଲୀ | ||||||||
ରାଜ୍ୟପାଳ | ତେଜେନ୍ଦ୍ର ଖାନ୍ନା | ||||||||
ମୁଖ୍ୟମନ୍ତ୍ରୀ | ଅରବିନ୍ଦ କେଜ୍ରୀଆଲ | ||||||||
ମେୟର | ପ୍ରଫେସର ରଜନୀ ଅବ୍ୱୀ | ||||||||
ନ୍ୟାୟ ପାଳିକା (seats) | ଏକ ନ୍ୟାୟପାଳିକା (୭୦) | ||||||||
ଲୋକସଂଖ୍ୟା • ଘନତା |
୧,୬୭,୫୩,୨୩୫ (ଦ୍ୱିତୀୟ) (2010[update]) • [convert: invalid number] | ||||||||
ଏଚଡିଆଇ (୨୦୦୫) | ୦.୮୭୫ (ଅଧିକ) | ||||||||
ସରକାରୀ ଭାଷାସବୁ | ଇଂରାଜୀ, ହିନ୍ଦୀ, ଉର୍ଦ୍ଦୁ, ପଞ୍ଜାବୀ | ||||||||
---|---|---|---|---|---|---|---|---|---|
ସମୟ ଜୋନ | ଆ.ଏସ.ଟି (ୟୁଟିସି +୫.୩୦) | ||||||||
ପରିସୀମା • ସମୁଦ୍ର ପତ୍ତନଠାରୁ ଉଚ୍ଚତା |
[convert: invalid number] (ପ୍ରଥମ) • [convert: invalid number] | ||||||||
କୋଡ଼
| |||||||||
ବେବସାଇଟ | delhigovt.nic.in | ||||||||
ଭାରତର ରାଜଧାନୀର ମୋହର |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.