ଦି ହିନ୍ଦୁ
From Wikipedia, the free encyclopedia
From Wikipedia, the free encyclopedia
ଦି ହିନ୍ଦୁ ହେଉଛି ଭାରତରେ ପ୍ରକାଶିତ ଇଂରାଜୀ ଭାଷାର ଏକ ଦୈନିକ ସମ୍ବାଦପତ୍ର । ଏହାର ମୁଖ୍ୟ କାର୍ଯ୍ୟାଳୟ ଚେନ୍ନାଇଛାରେ ଅବସ୍ଥିତ । ୧୮୭୮ ମସିହାରେ ଆରମ୍ଭ ହେବାବେଳେ ଏହା ଏକ ସାପ୍ତାହିକୀ ଥିଲା ଓ ପରେ ଏହା ୧୮୮୯ଠାରୁ ଦୈନିକ ଭାବେ ପ୍ରକାଶିତ ହେଲା । ଏହା ଦୁଇଟି ଭାରତୀୟ ସମ୍ବାଦପତ୍ର ରେକର୍ଡ ମଧ୍ଧରୁ ଗୋଟିଏ ।[5][6] ଓ ଦି ଟାଇମ୍ସ ଅଫ୍ ଇଣ୍ଡିଆ ପରେ ଦ୍ୱିତୀୟ ସର୍ବବୃହତ ଖବରକାଗଜ ।[4]
ଫାଇଲ:The Hindu logo.gif | |
ଫାଇଲ:NewsPaperTheHindu.png | |
ପ୍ରକାର | ଦୈନିକ ସମ୍ବାଦପତ୍ର |
---|---|
ଫର୍ମାଟ | Broadsheet |
ମାଲିକ | ଦି ହିନ୍ଦୁ ଗ୍ରୁପ, ଓ କସ୍ତୁରୀ ଏଣ୍ଡ୍ ସନ୍ସ୍ ଲିମିଟେଡ୍ |
ପ୍ରତିଷ୍ଠାତା | ଜି ସୁବ୍ରମଣ୍ୟ ଆୟାର୍ |
ପ୍ରକାଶକ | ଏନ୍ ରାମ[1] |
ସମ୍ପାଦକ | ମୁକୁନ୍ଦ ପଦ୍ମନାଭନ୍[2][3] |
ପ୍ରତିଷ୍ଠିତ | 20 ସେପ୍ଟେମ୍ବର 1878 |
ଭାଷା | ଇଂରାଜୀ |
ମୁଖ୍ୟାଳୟ | ଚେନ୍ନାଇ |
Circulation | ୧,୪୫୮,୩୯୮ ପ୍ରତିଦିନ[4] (as of ଜାନୁଆରୀ–ଜୁନ୍ ୨୦୧୬) |
ISSN | 0971-751X |
ଓ. ସି. ଏଲ. ସି. ନମ୍ବର | 13119119 |
ୱେବସାଇଟ | www |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.