ବ୍ୟବହାରକାରୀ:Soumendrak/ଓଡ଼ିଶା ଏଫସି
From Wikipedia, the free encyclopedia
ଲେଖା ଚାଲିଛି...
Quick Facts ପୂର୍ଣ୍ଣ ନାମ, କ୍ଷୁଦ୍ର ନାମ ...
ପୂର୍ଣ୍ଣ ନାମ | Odisha Football Club | ||
---|---|---|---|
କ୍ଷୁଦ୍ର ନାମ | OFC | ||
ପ୍ରତିଷ୍ଠା | 16 ଜୁଲାଇ 2014 (2014-07-16) (୯ ବର୍ଷ ପୂର୍ବରୁ), as Delhi Dynamos FC | ||
ଷ୍ଟାଡ଼ିୟମ୍ | Kalinga Stadium | ||
ଦର୍ଶକ କ୍ଷମତା | 15,000 | ||
ମାଲିକ | GMS Inc. | ||
Manager | Josep Gombau | ||
ଲିଗ୍ | Indian Super League | ||
ଛାଞ୍ଚ:Indian football updater | ଛାଞ୍ଚ:Indian football updater | ||
ୱେବସାଇଟ୍ | Club website | ||
| |||
![]() |
Close
ଓଡ଼ିଶା ଏଫସି ବା ଓଡ଼ିଶା ଫୁଟବଲ କ୍ଲବ, ହେଉଛି ଏକ ଭାରତୀୟ ପେଶାଗତ ଫୁଟବଲ କ୍ଲବ ଯାହା ଭୁବନେଶ୍ୱର, ଓଡ଼ିଶାରେ ଅବସ୍ଥାପିତ । ଏହା ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ (AIFF)ରୁ ଲାଇସେନ୍ସ ପାଇ ଇଣ୍ଡିଆନ ସୁପର ଲିଗରେ ପ୍ରତିଦ୍ୱନ୍ଦିତା କରିଥାଏ । ଏହି କ୍ଲବ ଅକ୍ଟୋବର ମାସ ୨୦୧୪ ମସିହାରେ ଦିଲ୍ଲୀ ଡାଇନାମୋଜ ଏଫସି ନାମରେ ଆରମ୍ଭ ହୋଇଥିଲା ।[1][2] ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ଥିତ ଜାହାଜ ପୁନଃବ୍ୟବହାର କମ୍ପାନୀ ଜିଏମଏସ ଏହି ଦଳର ମାଲିକ । ୩୧ ଅଗଷ୍ଟ ୨୦୧୯ ମସିହାରେ ଏହି କ୍ଲବଟିର ନାମ ପରିବର୍ତ୍ତନ କରାଯାଇ ଓଡ଼ିଶା ଏଫସି ରଖାଯାଇଥିଲା । ଏହାର ମୂଳ ଅବସ୍ଥାନକୁ ଦିଲ୍ଲୀ (ଜେଏଲଏନ ଷ୍ଟାଡିୟମ)ରୁ ଭୁବନେଶ୍ୱର (କଳିଙ୍ଗ ଷ୍ଟାଡିୟମ)କୁ ସ୍ଥାନାନ୍ତରଣ କରାଯାଇଥିଲା ।