ପାଲା ଓଡ଼ିଶାର ଏକ ପାରମ୍ପାରିକ, ପୁରାତନ ଓ ବିଦଗ୍ଧ ଓଡ଼ିଆ ଗୀତି-ଲୋକନାଟ୍ୟ । ପାଲା ସାଧାରଣତଃ ଛଅ ଜଣ ବ୍ୟକ୍ତିଙ୍କୁ ନେଇ ଅନୁଷ୍ଠିତ ହୋଇଥାଏ । ଜଣେ ଗାୟକ, ଜଣେ ବାୟକ/ବାଦକ, ଜଣେ ଶ୍ରୀପାଳିଆ ଓ ୩ ଜଣ ପାଳିଆଙ୍କୁ ନେଇ ପାଲା ଅନୁଷ୍ଠିତ ହୋଇଥାଏ ।
Quick Facts ପାଲା, ମାଧ୍ୟମ ...
ପାଲା |
---|
ଗାୟକ ସୁଧାକର ପରମାନନ୍ଦ ଶରଣ, ବିଂଶ ଶତାବ୍ଦୀର ଜଣେ ଅଗ୍ରଗଣ୍ୟ ଓ ସୁଖ୍ୟାତିସମ୍ପନ୍ନ ପାଲାକାର |
ମାଧ୍ୟମ | ଗୀତ-ନାଟ |
---|
ସଂସ୍କୃତି | ଓଡ଼ିଆ ଚଳଣି |
---|
ସୃଷ୍ଟି | ଓଡ଼ିଶା ଭାରତ |
---|
ଗୀତ-ସଙ୍ଗୀତ | ପାଲା ସଙ୍ଗୀତ |
---|
କଳାକାର | ୬ ଜଣ
ଜଣେ ଗାୟକ, ଜଣେ ବାୟକ, ଜଣେ ଶ୍ରୀପାଳିଆ ଓ ୩ ଜଣ ପାଳିଆ |
---|
Close