![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/a/a0/Ibisbill3.jpg/640px-Ibisbill3.jpg&w=640&q=50)
ନାମେରି ଜାତୀୟ ପାର୍କ
ନାମେରୀ ଜାତୀୟ ଉଦ୍ୟାନ ନାମେରି ଜାତୀୟ ଉଦ୍ୟାନ ତେଜପୁର ଠାରୁ ପ୍ରାୟ 35 କିଲୋମିଟର ଦୂରରେ ଆସାମର ସୋନିଟପୁର ଜିଲ୍ / From Wikipedia, the free encyclopedia
ନାମେରି ଜାତୀୟ ପାର୍କ ଭାରତୀୟ ରାଜ୍ୟ ଆସାମର ସୋନିତପୁର ଜିଲ୍ଲାରେ ପୂର୍ବ ହିମାଲୟ ପର୍ବତର ପଦ ଦେଶରେ ଥିବା ଏକ ଜାତୀୟ ପାର୍କ । ଏହା ସୋନ୍ତପୁରଠାରୁ ପ୍ରାୟ 35 କିଲୋମିଟର ଦୁରବର୍ତୀ । ନିକଟସ୍ଥ ଗ୍ରାମ ଚାରିଦୁଆର ଠାରୁଏହା 9 କିଲୋମିଟର ଦୂରରେ ରହିଛି । [1]
Quick Facts Nameri National Park, ଅବସ୍ଥାନ ...
Nameri National Park | |
---|---|
IUCN Category II (National Park) | |
![]() Nameri National Park | |
ଅବସ୍ଥାନ | Sonitpur Assam India |
ପାଖ ସହର | Tezpur, IndiaNearest city: Tezpur, India |
କ୍ଷେତ୍ରଫଳ | 200 km2 (77.2 sq mi) |
ସ୍ଥାପିତ | 1978 Established: 1978 |
ପରିଚାଳନା | Ministry of Environment and Forests, Government of India |
Close
ମାନେରୀର ଉତ୍ତରରେ ଅରୁଣାଚଳ ପ୍ରଦେଶର ପାଖୁଇ ବନ୍ୟପ୍ରାଣୀ ଅଭୟାରଣ୍ୟ ରହିଛି ।ଉଭୟ ମିଶି ପ୍ରାୟ 1000 ବର୍ଗ କିଲୋମିଟର ସ୍ଥାନରେ ରହିଛି । ଏହା ମଧ୍ୟରୁ ନାମେରିର ଅଞ୍ଚଳ 200 ବର୍ଗକିଲୋମିଟର । [2]