ନାମେରୀ ଜାତୀୟ ଉଦ୍ୟାନ ନାମେରି ଜାତୀୟ ଉଦ୍ୟାନ ତେଜପୁର ଠାରୁ ପ୍ରାୟ 35 କିଲୋମିଟର ଦୂରରେ ଆସାମର ସୋନିଟପୁର ଜିଲ୍ From Wikipedia, the free encyclopedia
ନାମେରି ଜାତୀୟ ପାର୍କ ଭାରତୀୟ ରାଜ୍ୟ ଆସାମର ସୋନିତପୁର ଜିଲ୍ଲାରେ ପୂର୍ବ ହିମାଲୟ ପର୍ବତର ପଦ ଦେଶରେ ଥିବା ଏକ ଜାତୀୟ ପାର୍କ । ଏହା ସୋନ୍ତପୁରଠାରୁ ପ୍ରାୟ 35 କିଲୋମିଟର ଦୁରବର୍ତୀ । ନିକଟସ୍ଥ ଗ୍ରାମ ଚାରିଦୁଆର ଠାରୁଏହା 9 କିଲୋମିଟର ଦୂରରେ ରହିଛି । [1]
Nameri National Park | |
---|---|
IUCN Category II (National Park) | |
ଅବସ୍ଥାନ | Sonitpur Assam India |
ପାଖ ସହର | Tezpur, India |
କ୍ଷେତ୍ରଫଳ | 200 km2 (77.2 sq mi) |
ସ୍ଥାପିତ | 1978 |
ପରିଚାଳନା | Ministry of Environment and Forests, Government of India |
ମାନେରୀର ଉତ୍ତରରେ ଅରୁଣାଚଳ ପ୍ରଦେଶର ପାଖୁଇ ବନ୍ୟପ୍ରାଣୀ ଅଭୟାରଣ୍ୟ ରହିଛି ।ଉଭୟ ମିଶି ପ୍ରାୟ 1000 ବର୍ଗ କିଲୋମିଟର ସ୍ଥାନରେ ରହିଛି । ଏହା ମଧ୍ୟରୁ ନାମେରିର ଅଞ୍ଚଳ 200 ବର୍ଗକିଲୋମିଟର । [2]
1978 ଅକ୍ଟୋବର 17 ତାରିଖରେ ଏହା ଜଙ୍ଗଲ ରିଜର୍ଭ ଭାବରେ ସ୍ୱୀକୃତି ପାଇଥିଲା । ଏହା 1985 ମସିହାରେ ନାମେରି ଅଭୟାରଣ୍ୟ ଭାବରେ 137 ବର୍ଗ କିଲୋମିଟର ସ୍ଥାନକୁ ନେଇ ହେଇଥିଲା । ସେତେବେଲୀଠାରୁ ବହୁ ସଂଖ୍ୟାରେ ବୃକ୍ଷ କଟା ଯାଉଥିଲା । ଏହା ପରେ 1998 ମସିହାରେ ଏହା ସହ ଆହୁରି 75 ବର୍ଗ କିଲୋମିଟର ଅଞ୍ଚଳ ଯୋଡ଼ା ହେଇ ତାହାକୁ ଜାତୀୟ ପାର୍କ ଭାବେ ଗ୍ରହଣ କରାଗଲା ।
ଏହା ମଧ୍ୟ ଦେଇ ପ୍ରସିଦ୍ଧ ଜିଆ ଭୋରୋଲି ନଦୀ ଯାଇଛି । ଏହି ନଦୀ ଅଞ୍ଚଳରେ ଇବିସ୍ୱିଲ୍ଲ ନାମକ ସୁନ୍ଦର ପକ୍ଷୀ ଦେଖାଯାନ୍ତି । [3]
ଏଠାରେ ଜଙ୍ଗଲ ଅରଧ ସବୁଜ । ମୃତ୍ତିକା ଆର୍ଦ୍ର ରହିଥାଏ । ଏଠାରେ ଘଞ୍ଚ ଅରଣ୍ୟରେ ବାଉଁଶ ଜାତୀୟ ବୃକ୍ଷୀ ବେଶୀ ପରାୟମାନରେ ହୁଏ । ଏହା ବ୍ଯତୀତ ଅନନ୍ୟ ବୃକ୍ଷ ମଧ୍ୟ ରହିଥାଏ । .[2]
ଏଠାରେ ବହୁ ସଂଖ୍ୟାରେ ହାତୀ ରହିଥାନ୍ତି । ଏହା ବ୍ଯତୀତ ବାଘ , ଚିତାବାଘ , ସଂବର , ଗୌର ଭାଲୁ , ହିମାଳୟନ ଭାଲୁ ଆଦି ରହନ୍ତି ।
300ରୁ ବେସୀ ପ୍ରଜାତିର ପକ୍ଷୀ ଏଠାରେ ଦେଖାଯାଇଥାନ୍ତି । .[4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.