ନାଗାଲ୍ୟାଣ୍ଡ
ଭାରତୀୟ ରାଜ୍ୟ / From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
ନାଗାଲ୍ୟାଣ୍ଡ | |||||
---|---|---|---|---|---|
ରାଜ୍ୟ | |||||
Motto(s): ଏକତା | |||||
Coordinates (କୋହିମା): 25.67°N 94.12°E / 25.67; 94.12 | |||||
ଦେଶ | India | ||||
ଗଠନ | ୧୯୬୩ ମସିହା ଡିସେମ୍ବର ମାସ ପ୍ରଥମ ଦିବସ† | ||||
ରାଜଧାନୀ | କୋହିମା | ||||
ବୃହତ୍ତମ ସହର | ଦିମାପୁର | ||||
ଜିଲ୍ଲା | ୧୨ | ||||
Government | |||||
• ରାଜ୍ଯପାଳ | ଆର୍. ଏନ୍. ରଭି[1] | ||||
• ମୁଖ୍ଯମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀ | ନେଇଫିଉ ରିଓ (ରପ୍ରପ୍ରଦ)[2] and ୟାନ୍ଥୁଙ୍ଗୋ ପାତ୍ତୋନ (ଭାଜପା)[3] | ||||
• ବିଧାୟିକା | ଏକସଦନୀୟ (୬୦ ଆସନ) | ||||
• ସଂସଦୀୟ ନିର୍ବାଚନ ମଣ୍ଡଳୀ | ରାଜ୍ୟ ସଭା ୧ ଲୋକ ସଭା ୧ | ||||
• ଉଚ୍ଚ ନ୍ୟାୟାଳୟ | ଗୁଆହାଟି ଉଚ୍ଚ ନ୍ୟାୟାଳୟ - କୋହିମା ଖଣ୍ଡପୀଠ | ||||
Area | |||||
• ସମୁଦାୟ | 16,579 km2 (6,401 sq mi) | ||||
• Rank | ୨୬ତମ | ||||
Highest elevation | 3,826 m (12,552 ft) | ||||
Population (୨୦୧୧) | |||||
• Total | ୧୯୮୦୬୦୨ | ||||
• Rank | ୨୫ତମ | ||||
• Density | 119/km2 (310/sq mi) | ||||
Time zone | UTC+୦୫:୩୦ (ଭାମାସ) | ||||
ପିନ୍ | ୭୯୭୦୦୧ - ୭୯୮୬୨୭[5] | ||||
ISO 3166 code | IN-NL | ||||
ମାବିସୂ | 0.676 (medium) | ||||
ମାବିସୂ କ୍ରମ | ୨୦ତମ (୨୦୧୭) | ||||
ସାକ୍ଷରତା | ୮୦.୧୧% (୧୫ତମ) | ||||
ଆଧିକାରିକ ଭାଷା | ଇଂରାଜୀ[6] | ||||
Website | nagaland.gov.in/ | ||||
Symbols of ନାଗାଲାଣ୍ଡ | |||||
Emblem | ନାଗାଲାଣ୍ଡର ମୋହର | ||||
Motto | ଏକତା | ||||
Mammal | ମିଥୁନ | ||||
ପକ୍ଷୀ | ବ୍ଲିଥୀର ଟ୍ରାଗୋପାନ (ଟ୍ରାଗୋପାନ ବ୍ଲିଥୀ) | ||||
ମତ୍ସ୍ଯ | ନିଓଲିସୋଚିଲସ ହେକ୍ସାଗୋନୋଲେପିସ[7] | ||||
ପୁଷ୍ପ | ରୋଡୋଡେଣ୍ଡ୍ରନ | ||||
ବୃକ୍ଷ | ଆଲ୍ଡର | ||||
^† ନାଗାଲାଣ୍ଡ ରାଜ୍ୟ ଅଧିନିୟମ, ୧୯୬୨, ଅଧିନରେ ଆସାମ ରାଜ୍ୟର ବିଭାଜନଦ୍ୱାରା ଏହି ରାଜ୍ୟର ସ୍ଥାପନ କରାଯାଇଥିଲା । |
ନାଗାଲାଣ୍ଡ, ଭାରତର ଉତ୍ତରପୂର୍ବରେସ୍ଥିତ ଏକ ରାଜ୍ୟ । ଏହାର ଉତ୍ତରରେ ଅରୁଣାଚଳ ପ୍ରଦେଶ, ପଶ୍ଚିମରେ ଆସାମ, ଦକ୍ଷିଣରେ ମଣିପୁର ଏବଂ ପୂର୍ବରେ ମିଆଁମାରର ସାଗାଇଂ ଅଞ୍ଚଳ ଅବସ୍ଥିତ । ନାଗାଲାଣ୍ଡର ରାଜଧାନୀ କୋହିମା ଏବଂ୦ଟ ଏହାର ବୃହତ୍ତମ ସହର ଦିମାପୁର । ଏହାର କ୍ଷେତ୍ରଫଳ ୧୬,୫୭୯ ବର୍ଗ କିମି ଏବଂ ଜନସଂଖ୍ୟା ୧୯,୮୦,୬୦୨ (୨୦୧୧ ଜନଗଣନା, ଭାରତ ଅନୁସାରେ) ।[8]
୧୯୬୩ ମସିହା ଡିସେମ୍ବର ମାସ ପ୍ରଥମ ଦିବସରେ ନାଗାଲାଣ୍ଡ, ଭାରତର ୧୬ତମ ରାଜ୍ଯରେ ପରିଣତ ହେଲା । ୧୯୫୦ ମସିହାରୁ ରାଜ୍ୟରେ ବିଦ୍ରୋହ ଏବଂ ଅନ୍ତର୍ଜାତୀୟ କଳହ ଦେଖାଦେଇଛି । ହିଂସା ଓ ଅସୁରକ୍ଷାର ବାତାବରଣ ନାଗାଲାଣ୍ଡର ଅର୍ଥନୀତିର ବିକାଶରେ ବାଧା ଉତ୍ପନ୍ନ କରିଛି ।[9][10]
ରାଜ୍ଯ ଅର୍ଥନୀତିର ୭୦ ଭାଗ କୃଷିକାର୍ଯ୍ୟ ଉପରେ ପରିବେଷ୍ଟିତ । ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସବୁ ହେଲା - ବାନିକୀ, ପର୍ଯ୍ୟଟନ, ବୀମା, ଅଚଳ ସମ୍ପତ୍ତି ଏବଂ ବିବିଧ କୁଟୀର ଶୀଳ୍ପ ।